Browsing Category

ନ୍ୟୁଜ୍

କମିଲା ପେଟ୍ରୋଲ ଓ ଡିଜେଲ ଦର

କମିଲା ପେଟ୍ରୋଲ ଓ ଡିଜେଲ ଦର । ଡିଜେଲ ଲିଟର ପିଛା ୪୯ ପଇସା ଓ ପେଟ୍ରୋଲ ଲିଟର ପିଛା ୮୯ ପଇସା କମିଛି । ନୂଆଦର ଆଜି ମଧ୍ୟ ରାତ୍ରିରୁ ଲାଗୁ ହେବ ।
Read More...

ହସ ସମ୍ରାଟ ପପୁଙ୍କ ଉଥାନ ପତନର କାହାଣୀ !

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଯେତେ ଜୋରରେ ଉଠିଲେ , ସେତେ ଜୋରରେ ପଡିଲେ । ଏହା ହେଉଛି ପପୁଙ୍କ କାହାଣୀ । ପପୁ ପମ୍ ପମଙ୍କ ସାପସିଡିର ଖେଳର କାହାଣୀ । ୨୦୦୨-୦୩ ବେଳକୁ ଏକ ସାଧାରଣ ପାନ ଦୋକାନ କରି ଗୁଜୁରାଣ ମେଂଟଉ ଥିଲେ ତତ୍ୱପ୍ରକାଶ ଶତପଥୀ ଓରଫ ପପୁ । ଏହି ସମୟରେ ଡ୍ରାମା,…
Read More...

ଆଉ କିଛି ସମୟ ପରେ କୋର୍ଟରେ ହାଜର ହେବେ ପପୁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁର ଗିରଫକୁ ନେଇ ପୁଲିସ କମିଶନରେଟ ୱାଇ.ବି ଖୁରାନିଆ ପ୍ରେସମିଟ୍ କରିଛନ୍ତି । ପପୁ ଓ ତାଙ୍କ ସହଯୋଗୀ ପୁରୀର ନନ୍ଦିଘୋଷ ଆପାଟମେଂଟରୁ ଗିରଫ ହୋଇଥିବା କହିଛନ୍ତି ୱାଇ.ବି ଖୁରାନିଆ । ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପପୁଙ୍କ ନାଁରେ ମହିଳା ଥାନାରେ…
Read More...

ପାହାଡି ଇଲାକାରେ ସହରୀ ବସ୍ : କୋରାପୁଟ- ଜୟପୁର ଜୋନରେ ସିଟିବସ୍ ପାଇଁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ୍ : କୋରାପୁଟ୍ ଜିଲ୍ଲାରେ ଆରମ୍ଭ ହୋଇଛି ସିଟି ବସ ସେବା । ଭିଡିଓ କନଫରେନସିଂ ଜରିଆରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ବିଭିନ୍ନ ସ୍ଥାନକୁ ୨୦ଟି ବସ୍ ଚଳାଚଳ କରିବ । କୋରାପୁଟ , ସୁନାବେଡା, ସେମିଳିଗୁଡା ଓ କୋଟପାଡ ଭଳି ସହରକୁ ଏହି ବସ…
Read More...

ଆସନ୍ତାକାଲି ଠାରୁ କମିବ ଡାଲି ଦର

କନକ ବ୍ୟୁରୋ : ଆସନ୍ତାକାଲିଠାରୁ କମିବ ଡାଲି ଦର । ଡାଲି ଜାତୀୟ ଦ୍ରବ୍ୟ ଉପରେ କିଲୋ ପ୍ରତି ୪ରୁ ୫ ଟଙ୍କା ପର୍ଯ୍ୟନ୍ତ କମିବ । ଡାଲି ଉପରେ ଲାଗୁଥିବା ଭାଟ୍ କୁ ସରକାର ୫ ରୁ ୧ ପ୍ରତିଶତକୁ କମାଇବା ପରେ କମିବ ଦର । ବର୍ତମାନ ଡାଲିର ହୋଲସେଲ ଦର ୧୨ ହଜାର ୮୦୦ ରହିଥିବାବେଳେ ଆସନ୍ତାକାଲିଠାରୁ…
Read More...

ଜ୍ୱରରେ ପୀଡିିତ ମହାପ୍ରଭୁ ଶ୍ରୀଜଗନ୍ନାଥ : ସୁସ୍ଥ ହେବା ପାଇଁ ଆଜି ଦଶମୂଳ ଲାଗି

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ଦଶମୂଳ ଲାଗି ହୋଇଛନ୍ତି । ଦେବସ୍ନାନ ପୂଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ଗଡୁ ଜଳ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ୱରରେ ପୀଡିିତ । ତେଣୁ ଜ୍ୱରରୁ ଉପଶମ ଲାଗି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଏହି ଦଶମୂଳ ଲାଗି ହୋଇଥାଏ । ତେବେ…
Read More...

ଘଟଣାରେ କିଛି ସତ୍ୟତା ଅଛି ବୋଲି ପପୁ ଗିରଫ ହୋଇଛନ୍ତି : ମୁନ୍ନା ଖାଁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଗିରଫ ହୋଇଛନ୍ତି ପପୁ ପମ୍ ପମ୍ । ତେବେ ପପୁଙ୍କ ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ମୁନ୍ନା ଖାଁଙ୍କ । କହିଛନ୍ତି ତଥ୍ୟ ପ୍ରମାଣ ମିଳି ଥିବାରୁ ପପୁ ଗିରଫ ହୋଇଛନ୍ତି । ତେଣୁ ଘଟଣାରେ କିଛି ସତ୍ୟତା ଅଛି । ତେବେ ଯିଏ ଦୋଷୀ…
Read More...

ନ୍ୟାୟାଳୟ ଦଣ୍ଡ ହେଲେ ପପୁଙ୍କୁ ଦୋଷୀ ବୋଲି ସ୍ୱୀକାର କରିବୁ : କୁନା ତ୍ରିପାଠୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁ ଗିରଫ ହେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା କୁନା ତ୍ରିପାଠୀ । କହିଛନ୍ତି ନ୍ୟାୟାଳୟ ଦଣ୍ଡ ହେଲେ ପପୁଙ୍କୁ ଦୋଷୀ ବୋଲି ସ୍ୱୀକାର କରିବୁ । ତେଣୁ ପପୁଙ୍କୁ ଗଣମାଧ୍ୟମ ନୁହେଁ ନ୍ୟାୟାଳୟ ଦଣ୍ଡ ଦେଉ । ନ୍ୟାୟାଳୟର ନିଷ୍ପତିକୁ ଆମେ ଗ୍ରହଣ…
Read More...

ପୁଲିସ୍ କବଜାରେ ପପୁ ପମ୍ ପମ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କୁ ବାନ୍ଧିଲା ପୋଲିସ । ପୁରୀ ନୀଳାଚଳ ଆପାଟମେଂଟରୁ ପୋଲିସ ପପୁଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ପପୁଙ୍କ ଗିରଫଦାରୀ ନେଇ ସୂଚନା ଦେଇଛି କମିଶନରେଟ୍ ପୋଲିସ । ନାବାଳିକାଙ୍କୁ ଯୋ÷÷ନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ତାଂକୁ ଗିରଫ କରିଛି ।…
Read More...

ବେକାରୀ ସମସ୍ୟା ନେଇ ତାତିଲା ଛାତ୍ର କଂଗ୍ରେସ : ଭୁବନେଶ୍ୱର ଏଡିଏମ ଅଫିସ ଘେରାଉ ବେଳେ କର୍ମୀ ଏବଂ ପୁଲିସ ଧସ୍ତାଧସ୍ତି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବେକାରୀ ସମସ୍ୟା ନେଇ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ । ନିଯୁକ୍ତି ଦେବାରେ ସରକାରଙ୍କ ବିଫଳତା ଅଭିଯୋଗ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ଛାତ୍ର କଂଗ୍ରେସ । ଏହାସହ ଛାତ୍ରକଂଗ୍ରେସ କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି । ଏକ ବାଇକ୍…
Read More...