Browsing Category

ନ୍ୟୁଜ୍

ପଦ୍ମପୁର ଉପଖଣ୍ଡରେ ବାଇକ୍ ଚୋରିର ପର୍ଦ୍ଦାଫାଶ : ୧୭ଟି ଚୋରା ବାଇକ୍ ଜବତ, ୩ଚୋର ଗିରଫ  

କନକ ବ୍ୟୁରୋ : ପଦ୍ମପୁର ଉପଖଣ୍ଡରେ ହୋଇଥିବା ବଡଧରଣର ବାଇକ ଚୋରୀର ପର୍ଦଫାଶ କରିଛି ପଦ୍ମପୁର ପୋଲିସ। ପଦ୍ମପୁର ଉପଖଣ୍ଡର ବିଭିନ୍ନ ଥାନା ଅଂଚଳରୁ ବାଇକ ଚୋରୀ ହେଉଥିବା ଘଟଣା ସାମନାକୁ ଆସିଛି । ଗତ ଫେବୃଆରି ମାସ ଦୁଇ ତାରିଖ ଦିନ ଗାଇସିଲାଟ ଥାନା ତାଳପାଲି ମାର୍କେଟରୁ ଗୋଟିଏ ମୋଟର ସାକେଲ…
Read More...

ଚେନ୍ନାଇରେ କମାଲ କଲେ ଭାରତୀୟ ସ୍ପିନର । ଅକ୍ଷର ଓ ଅଶ୍ୱିନୀଙ୍କ ସ୍ପିନ ଆଗରେ ମୁଣ୍ଡ ନୁଆଁଇଲା ଇଂଲଣ୍ଡ, ୩୧୭ ରନର ବଡ…

କନକ ବ୍ୟୁରୋ : ଅକ୍ଷର ଓ ଅଶ୍ୱିନୀଙ୍କ ସ୍ପିନ ଯାଦୁ ଆଗରେ ମୁଣ୍ଡ ନୁଆଁଇଲା ଟିମ୍ ଇଂଲଣ୍ଡ । ଦ୍ୱିତୀୟ ଟେଷ୍ଟରେ ୩୧୭ ରନରେ ଇଂଲଣ୍ଡକୁ ମାତ୍ ଦେଲା ବିରାଟ ବାହିନୀ । ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ରେ ସିରିଜ ବରାବର କରିଛନ୍ତି । ଆଉ…
Read More...

ଜୋର ଧରିଲା ଏକାମ୍ରକ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ଦାବି ପ୍ରସଙ୍ଗ । ପୁଣି ସାମ୍ବାଦିକ ସମ୍ମଳିନୀରେ ରାଜ୍ୟ ସରକାରଙ୍କୁ…

କନକ ବ୍ୟୁରୋ: ବଢୁଛି ଏକାମ୍ର କ୍ଷେତ୍ର ବାଇ-ଲ ବିବାଦ । ଏହାକୁ ନେଇ ଦୁଇ ଦଳ ଆଜି କଥା କଟାକଟି ହୋଇଛନ୍ତି । ସାଂସଦ ଅପରାଜିଡା ଷଡଙ୍ଗା ଏକାମ୍ର କ୍ଷେତ୍ର ବାଇ-ଲ’ ପ୍ରସଙ୍ଗରେ ଆଜି ପୁଣି ଥରେ ସାମ୍ବାଦିକ ସମ୍ମିଳନୀ କରିବା ପରେ ଭୁବନେଶ୍ୱର ବିଜେପି ସାଂସଦଙ୍କୁ କଡ଼ା ସମାଲୋଚନା କରିଛନ୍ତି…
Read More...

ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ  ପ୍ରତିମାର ନିର୍ମାଣ ସମେତ ସ୍ମାରକର ଶିଳାନ୍ୟାସ କରିଛନ୍ତି…

କନକ ବ୍ୟୁରୋ : ମଙ୍ଗଳବାର ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରାବସ୍ତିର ମହାନ ଯୋଦ୍ଧା ମହାରାଜା ସୁହେଲଦେବଙ୍କ ୪.୨୦ ମିଟର ଉଚ୍ଚ ପ୍ରତିମାର ନିର୍ମାଣ ସହ ସ୍ମାରକର ଶିଳାନ୍ୟାସ କରିଛନ୍ତି । ଏହି ଶିଳାନ୍ୟାସ ଉତ୍ସବକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବସନ୍ତ…
Read More...

ସୁନ୍ଦରଗଡକୁ ନବୀନଙ୍କ ୪୯୧୫ କୋଟି ଟଙ୍କାର ଭେଟି । ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଦେଶର ବଡ ହକି…

କନକ ବ୍ୟୁରୋ : ସୁନ୍ଦରଗଡକୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାର ବିପିୟୁଟି ପରିସରରେ ଆୟୋଜିତ ସଭାସ୍ଥଳରୁ ସୁନ୍ଦରଗଡବାସୀଙ୍କୁ ଏହି ବଡ ଭେଟି ଦେଇଛନ୍ତି ନବୀନ । ସୁନ୍ଦରଗଡ଼ ଜିଲ୍ଲାଗସ୍ତ କରି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ ।…
Read More...

ଦିଦିଙ୍କ ଦୟାରେ ପୁରିବ ଗରିବଙ୍କ ପେଟ । ୫ ଟଙ୍କାରେ ମିଳିବ ଭାତ, ଡାଲି, ଅଣ୍ଡା ଓ ପରିବା ତରକାରୀ  । ନିର୍ବାଚନ…

କନକ ବ୍ୟୁରୋ : ଆଗାମୀ ବିଧାନସଭା ନିର୍ବାଚନରେ ସହରି ଗରିବ ଲୋକଙ୍କ ଭୋଟ ହାତେଇବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରୀ ଗରିବ ମାନଙ୍କୁ ମାତ୍ର ୫ ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବେ ମମତା ସରକାର । ଗରିବ ଲୋକମାନେ ମାତ୍ର ୫ ଟଙ୍କା…
Read More...

ଫେରାଇଲେ ୪୬ହଜାର ଟଙ୍କା… ବସରେ ହୋଇଥିଲା ବ୍ୟାଗ୍ ଅଦଳ ବଦଳ : ହୋମଗାର୍ଡ ପ୍ରତାପଙ୍କ ସହଯୋଗରେ ଟଙ୍କା ଫେରିପାଇଲେ…

କନକ ବ୍ୟୁରୋ : ହଜିଥିବା ଟଙ୍କା ଫେରିପାଇଲେ ଯୁବକ । ଟଙ୍କା ଫେରାଇ ମହାନତା କାମ କଲେ ସହଯାତ୍ରୀ । ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ୪୬ ହଜାର ଟଙ୍କା ଧରି ଭୁବନେଶ୍ୱର ମେଡ଼ିକାଲକୁ ଆସୁଥିଲେ ଜଣେ ଯୁବକ । କିନ୍ତୁ ଭୁବନେଶ୍ୱର ରସୁଲଗଡ଼ ଛକରେ ବ୍ୟାଗ ଅଦଳବଦଳ କାରଣରୁ ଆଉ ଜଣେ…
Read More...

ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ :  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ୧୪ଟି ପ୍ରକଳ୍ପ ପାଇଁ…

କନକ ବ୍ୟୁରୋ : ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟ,ଶିକ୍ଷା, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଦକ୍ଷତା ବିକାଶ ଭଳି ୧୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ମୋଟ ୪ ହଜାର ୯ଶହ ୧୫ କୋଟି ପ୍ରକଳ୍ପର ଶିଳନ୍ୟାସ କରିବେ । ପାନୀୟ ଜଳ ପ୍ରକଳ୍ପ ପାଇଁ ୧ ହଜାର ୬ଶହ ୧୧କୋଟି,…
Read More...

ବିଜେପିରୁ ପ୍ରାର୍ଥୀ ହେବେ କି ମିଥୁନ ଚକ୍ରବର୍ତ୍ତି ।  ମିଥୁନ ଦା ଙ୍କୁ ଭେଟିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ୍  ।…

କନକ ବ୍ୟୁରୋ : କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପୁରା ବଙ୍ଗଳାରେ ନିର୍ବାଚନ ମାହୋଲ । ଏହାରି ମଧ୍ୟରେ ମଙ୍ଗଳବାର ସକାଳେ ବରିଷ୍ଠ ଚଳଚିତ୍ର ଅଭିନେତା ମିଥୁନ ଚକ୍ରବର୍ତ୍ତିଙ୍କୁ ଭେଟିଛନ୍ତି ରାଷ୍ଟ୍ରୀୟ…
Read More...

ଆଜି ସରସ୍ୱତୀ ପୂଜା : ଜାଣନ୍ତୁ କାହିଁକି ମାଆ ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ଦିଆଯାଏ ପ୍ରାଧାନ୍ୟ ?

କନକ ବ୍ୟୁରୋ : ଆଜି ମାଆ ସରସ୍ବତୀଙ୍କ ଆରାଧନାରେ ଦିନ, ପବିତ୍ର ଶ୍ରୀପଞ୍ଚମୀ । ଏହି ଦିନକୁ ଲୋକେ ବସନ୍ତ ପଞ୍ଚମୀ ଭାବେ ମଧ୍ୟ ଜାଣନ୍ତି । ବସନ୍ତ ଋତୁର ଆଗମନକୁ ସ୍ବାଗତ କରିଥାଏ ମାଆ ସରସ୍ବତୀଙ୍କର ଏହି ଦିନ । ଏହି ଦିନକୁ ଦେଶର କୋଣଅନୁକୋଣର ଲୋକ ବିଭିନ୍ନ ତରିକାରେ ପାଳନ କରିଥାନ୍ତି ।…
Read More...