Browsing Category

ନ୍ୟୁଜ୍

ଅନିଶ୍ଚିତା ଭିତରକୁ ଚାଲିଗଲା କଳାହାଣ୍ଡିର ମେଡ଼ିକାଲ କଲେଜ ସ୍ୱପ୍ନ : ବେଦାନ୍ତ ସହ ଚୁକ୍ତି ବାତିଲ ପରେ ଦ୍ୱିତୀୟ ଥର…

କନକ ବ୍ୟୁରୋ : କଳାହାଣ୍ଡିରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିବା ପରେ ୨୦୧୮ରେ ବେଦାନ୍ତ ସହ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ପ୍ରାଥମିକ ଆବଶ୍ୟକ ୩୫୦ କୋଟିରୁ ସରକାର ୨୫୦ କୋଟି ତଥା ବେଦାନ୍ତ ୧୦୦ କୋଟି…
Read More...

ରାଜସ୍ୱ ନିରୀକ୍ଷକଙ୍କ ଉପରେ ଗାଡି ଚଢେଇ ଦେଲେ ବାଲି ମାଫିଆ : ସୁବର୍ଣ୍ଣରେଖାର ବାଲି ଚୋରା ଚାଲଣ ବେଳେ ଅଟକାଇବାକୁ ଆରଆଇ…

କନକ ବ୍ୟୁରୋ : ରାଜସ୍ୱ ନିରୀକ୍ଷକଙ୍କ ଉପରକୁ ଗାଡି ଚଢାଇ ଦେଲେ ବାଲି ମାଫିଆ । ଫଳରେ ଗୁରୁତର ଅବସ୍ଥାରେ ଓଲମାରା ଆରଆଇ ଦିଲ୍ଲୀପ ଚାନ୍ଦଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଶାସନର କଡା ଆଭିମୁଖ୍ୟ ପରେ ବି ସୁବର୍ଣ୍ଣରେଖା ନଦୀରୁ ବାଲିଚୋରି କମିବାର ନାଁ ଧରୁନି…
Read More...

ଚିନ୍ତା ବଢାଉଛି କରୋନା । ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ, ମହାରାଷ୍ଟ୍ରରେ…

ଦେଶରେ ଲଗାତାର ଭାବେ ଦୈନିକ ସଂକ୍ରମଣ ବଢ଼ୁଛି। ବିଗତ ୨୪ ଘଣ୍ଟା ମଧ୍ୟ‌ରେ ଦେଶରେ ୧୭,୪୦୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୮୯ ଜଣଙ୍କ ମୃତ୍ୟୁ ହୋଇଛି। ‌ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧,୧୧,୫୬,୯୨୩ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧,୫୭,୪୩୫ ରହିଛି। ସେହିପରି ସକ୍ରିୟ ମାମଲା…
Read More...

ବିବନ କହିଲା କାଳ ରାତିର କାହାଣୀ : ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କଲା ସିବିଆଇ

କନକ ବ୍ୟୁରୋ : ବିବନ କହିଲା କାଳ ରାତିର କାହାଣୀ । ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କଲା ସିବିଆଇ । କାରରେ ଅପହରଣ କରିବାଠୁ ଆରମ୍ଭ କରି ଲୋମ ଟାଙ୍କୁରା ଅପରାଧ ଘଟାଇବା ଯାଏଁ ସବୁ କିଛି ଗୋଟି ଗୋଟି କରି କହିଛି ଗଣଦୁଷ୍କର୍ମ ମାମଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ । ୨୨…
Read More...

ବିମାନବନ୍ଦରରେ କରୋନା କଟକଣା କଡାକଡି । ଯାତ୍ରୀଙ୍କ ପଞ୍ଜିକରଣ ବାଧ୍ୟତାମୂଳକ, କରୋନାକୁ ଦୃଷ୍ଟିରେ ରଖି ବିଏମସିର…

ରାଜଧାନୀରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ଦିନେ ଦିନେ ହଠାତ୍‌ ବଢ଼ୁଛି। ଏପରିକି ବାହାର ରାଜ୍ୟରୁ ଆସୁଥିବା କିଛି ଯାତ୍ରୀ କରୋନା ଆକ୍ରାନ୍ତ ହେଉଛନ୍ତି। କିନ୍ତୁ ସେମାନଙ୍କୁ ଚିହ୍ନଟ କରିବା ବେଳକୁ ସେମାନେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଯାଉଛନ୍ତି । ତେଣୁ ରାଜଧାନୀରେ ଯେପରି କରୋନା…
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡିର ସାଇକେଲ ରାଲି : କଟକ ଆନନ୍ଦ ଭବନରୁ ବାହାରିଥିବା ରାଲି…

କନକ ବ୍ୟୁରୋ : ଆଜି ପ୍ରବାଦ ପୁରୁଷ, ଜନ ନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ସାରା ରାଜ୍ୟରେ ଏହାକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଏ । ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିନକୁ ଖୁବ୍ ଉତ୍ସାହର ସହ ପାଳନ କରୁଛି । କଟକ ଆନନ୍ଦ ଭବନରେ ଥିବା ବିଜୁ ପଟ୍ଟନାୟକଙ୍କ…
Read More...

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ : ଟଲ୍ ମ୍ୟାନଙ୍କ ସ୍ମୃତିକୁ ମନେ ପକାଉଛି ସାରା ଓଡିଶା

କନକ ବ୍ୟୁରୋ : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍‌ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ନେତାଙ୍କ ମଧ୍ୟରେ ଅନ୍ୟତମ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା । ୫ ମାର୍ଚ୍ଚ ୧୯୧୬ରେ ଆସିକାରେ ସେ ଜନ୍ମ ହୋଇଥି‌େଲ ।…
Read More...

ଅଡୁଆରେ ପାକିସ୍ତାନର ଇମ୍ରାନ ଖାନ ସରକାର । ସିନେଟ ନିର୍ବାଚନରେ ହାରିଗଲେ ଇମ୍ରାନ କ୍ୟାବିନେଟର ଅର୍ଥମନ୍ତ୍ରୀ ।…

କନକ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଜନୈତିକ ଅଡୁଆ ବଢ଼ିଛି । ଇମ୍ରାନଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଥିବା ଅବଦୁଲ ହଫିଜ୍ ସେଖ ସିନେଟ୍ ନିର୍ବାଚନରେ ହାରି ଯାଇଛନ୍ତି । ଆଉ ଏହାପରେ ଇମ୍ରାନ ସରକାର ବହୁମତ ହରାଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଏହାସହ ଇମ୍ରାନ…
Read More...

ପେଟ୍ରୋଲ ପମ୍ପରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ପେଟ୍ରୋଲ ପମ୍ପ ଡିଲର ଓ ଏଜେନ୍ସିକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ…

କନକ ବ୍ୟୁରୋ: ପେଟ୍ରୋଲ ପମ୍ପଗୁଡିକରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟର । ମୋଦିଙ୍କ ପୋଷ୍ଟର ହଟାଇବା ପାଇଁ ଦେଶର ସମସ୍ତ ପେଟ୍ରୋଲ ପମ୍ପ ଡିଲର ଓ ଅନ୍ୟ ଏଜେନ୍ସିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ୍ । କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ପେଟ୍ରୋଲ ପମ୍ପ ଗୁଡିକରେ…
Read More...

ଓଟିଟି ପ୍ଲାଟଫର୍ମକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ୱେବ ସିରିଜ୍ ଓ ସୋ’ ଗୁଡ଼ିକର ସ୍କ୍ରିନିଂ ଜରୁରୀ ।

କନକ ବ୍ୟୁରୋ: ଓଟିଟି ପ୍ଲାଟଫର୍ମ ନେଇ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ । ୱେବ ସିରିଜ୍ ଓ ଅନ୍ୟ ସୋ ଗୁଡ଼ିକୁ ସ୍କ୍ରିନିଂ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ଏନେଇ ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ନିୟମକୁ ଆସନ୍ତାକାଲି ସୁଦ୍ଧା କୋର୍ଟଙ୍କୁ…
Read More...