Browsing Category

ନ୍ୟୁଜ୍

୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ । ଦୁଇ ଦିନ ମଧ୍ୟରେ ନେଇପାରେ ଲଘୁଚାପ ରୂପ ।

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜିବ ଓଡିଶା । ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଲଘୁଚାପ ଆସୁଥିବାରୁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳୟ । ଆଉ ୯ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ପ୍ରଭାବରେ…
Read More...

ବର୍ଷାରେ ବୁଡିଲା ସିଲିକନ ସିଟି ବେଙ୍ଗାଲୁରୁ: ଘରଠୁ ଘାଟ ସବୁଠି ପଶିଲା ବର୍ଷାପାଣି, ରାସ୍ତା ପାଲଟିଲା ନଦୀ

କନକ ବ୍ୟୁରୋ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରରେ ଦିନିକିଆ ବର୍ଷା ଏତେ ମାତ୍ରାରେ ହୋଇଛି କି କିଛି ଘଂଟା ଭିତରେ ସହରରେ ବନ୍ୟା ଭଳି ସ୍ଥିତି ଉପଜିଛି । ରବିବାର ରାତିରେ ହୋଇଥିବା ପ୍ରବଳ ବର୍ଷା ପରେ ଏଠାକାର ସ୍ଥିତି ସଂଗୀନ ହୋଇପଡିଛି । ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ…
Read More...

ସାଂଘାତିକ ଅଭିଯୋଗ ଆଣିଲେ ସୋରେନ୍: କହିଲେ, ଲୋକେ କିଣନ୍ତି ସାମଗ୍ରୀ, ବିଜେପି କିନ୍ତୁ କିଣୁଛି ବିଧାୟକ

କନକ ବ୍ୟୁରୋ: ବିରୋଧୀଙ୍କ ହଙ୍ଗାମା ଭିତରେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ସରକାର ଆସ୍ଥା ଭୋଟ ଜିତିଛି । ୮୧ ସଦସ୍ୟତା ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ହେମନ୍ତ ସୋରେନଙ୍କ ସପକ୍ଷରେ ପଡ଼ିଛି ୪୮ ଭୋଟ୍ । ଝାଡ଼ଖଣ୍ଡରେ ରାଜନୈତିକ ହଲଚଲ ଭିତରେ ସୋରେନ୍ ସରକାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ…
Read More...

ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା । ସାମନାକୁ ଆସିଲା ଆଶ୍ଚର୍ଯ୍ୟ କଲା ଭଳି ସୁଇସାଇଡ୍ ନୋଟ୍ ।

କନକ ବ୍ୟୁରୋ: ନର୍ସିଂ ଛାତ୍ରୀ କୁନି କଅଁରଙ୍କ ଆତ୍ମହତ୍ୟାକୁ ନେଇ ବଢିବାରେ ଲାଗିଛି ସନ୍ଦେହ । ପୋଲିସ ହାତରେ ଲାଗିଥିବା କୁନିଙ୍କ ଶେଷ ଚିଠି ଘଟଣାକୁ ଆହୁରି ରହସ୍ୟମୟ କରିଛି । ଚିଠିରେ ଉଲ୍ଲେଖ ରହିଛି ନିଦ ନହେବାରୁ ଆତ୍ମହତ୍ୟା କରିଛନ୍ତି କୁନି । ହେଲେ ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି, ୨…
Read More...

ଗୁରୁଦିବସରେ ୪୬ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିମାପଡାର ଇଶ୍ୱର ନାୟକ ହେଲେ…

କନକ ବ୍ୟୁରୋ: ଗୁରୁଦିବସରେ ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ମନୋନୀତ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ । ଦେଶର ୪୬ ଜଣ ଶିକ୍ଷକ ପୁରସ୍କାର ପାଇଥିବାବେଳେ ଏମାନଙ୍କ ମଧ୍ୟରେ ଓଡିଶାର ପୁରୀ ଜିଲ୍ଲାର…
Read More...

ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ନୀତିଶ କୁମାର: କହିଲେ, ମୁଁ ନୁହେଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

କନକ ବ୍ୟୁରୋ: ସୋମବାରଠୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ୩ଦିନିଆ ଦିଲ୍ଲୀଗସ୍ତ ଆରମ୍ଭ ହୋଇଛି । ବିଜେପି ବିରୋଧରେ ବଡ ମୋର୍ଚ୍ଚା ଖୋଲିବା ସହ ୨୦୨୪ ନିର୍ବାଚନରେ ବିରୋଧୀଙ୍କୁ ଏକାଠି କରିବା ଲକ୍ଷ୍ୟରେ ଦିଲ୍ଲୀ ପହଁଚିଛନ୍ତି ନୀତିଶ । ବିରୋଧୀ ଏକତାକୁ ମଜବୁତ କରିବା ପାଇଁ ବିଭିନ୍ନ ଦଳର…
Read More...

ମର୍ସିଡିଜ୍ ବଞ୍ଚାଇ ପାରିଲାନି ସାଇରସଙ୍କ ଜୀବନ ! ଅତ୍ୟାଧୁନିକ ସୁରକ୍ଷା ସତ୍ତ୍ୱେ ଦୁର୍ଘଟଣାରେ ମୃତ୍ୟୁ

କନକ ବ୍ୟୁରୋ: ଶିଳ୍ପପତି ସାଇରସ ମିସ୍ତ୍ରି ଦାମୀ କାରରେ ଯାଉଥିଲେ । ଏହି ବହୁମୂଲ୍ୟ କାରରେ ଯାତ୍ରୀର ସୁରକ୍ଷା ପାଇଁ ରହିଥିଲା ଅନେକ ଫିଚର । ତଥାପି ସେହି କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ବିତ୍ତଶାଳୀ ଶିଳ୍ପପତି । ରିପୋର୍ଟ ଅନୁଯାୟୀ ୯ ମିନିଟରେ ୨୦ କିଲୋମିଟର ଯାତ୍ରା କରିଥିଲା…
Read More...

ଝାଡ଼ାବାନ୍ତି ଭୟରେ ଗାଁରେ ପଡ଼ିଲା ତାଟିକବାଟ । ପାଟଣାଗଡ଼ ଖପ୍ରାଖୋଲ ବ୍ଲକ୍ ଦେଦର୍ହା ଗାଁରେ ଶିଶୁ ସମେତ ୨ ମୃତ, ୧୦ରୁ…

କନକ ବ୍ୟୁରୋ: ପୁଣି ବ୍ୟାପିଲା ଝାଡାବାନ୍ତି । ବଲାଙ୍ଗୀର, ପାଟଣାଗଡ ଦଦର୍ହ ଗାଁରେ ୨ ଜଣ ଝାଡାବାନ୍ତିରେ ମୃତ୍ୟୁବରଣ କରିଥିବାବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୁଥିବା ସ୍ୱାସ୍ଥ୍ୟ ଅଧିକାରୀ କହୁଥିବାବେଳେ ଜିଲ୍ଲାପାଳ କହିଛନ୍ତି…
Read More...

ବିଜେପିର ଫୋକସ ରାଜ୍ୟରେ ଓଡିଶା । ରୋଡମ୍ୟାପ ଧରି ଓଡିଶାରେ ବଂଶଲ । ଦଳକୁ ଆଗକୁ ନେଇପାରିବେ କି ସୁନୀଲ?

କନକ ବ୍ୟୁରୋ: ବିଜେଡିକୁ ଟକ୍କର ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ବିଜେପି । ଆସନ୍ତା ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିକୁ ତୃଣମୂଳ ସ୍ତରରୁ ସଶକ୍ତ କରିବା ପାଇଁ ଓଡିଶା ଆସିଛନ୍ତି ଓଡିଶା ପ୍ରଭାରୀ ସୁନିଲ ବଂଶଲ । ଓଡିଶାରେ ପହଞ୍ଚି ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସଭାପତି ଓ ସାଧାରଣ…
Read More...

କାଲି ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ । ସ୍ୱାଗତ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି । ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ପାଇଁ…

କନକ ବ୍ୟୁରୋ: ଆସନ୍ତାକାଲି ଭୁବନେଶ୍ୱର ଫେରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରେ ଜୀବନବ୍ୟାପି ସାଧନା ସମ୍ମାନ ପାଇବା ପରେ ଓଡିଶା ଫେରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ତାଙ୍କ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜେଡି । ଏଥିପାଇଁ ସାରା ରାଜ୍ୟରୁ ୫୦…
Read More...