Browsing Category

ନ୍ୟୁଜ୍

ନଦୀରେ ଖସିପଡିଲା ମିନି ଟ୍ରକ୍; ୧୨ ମୃତ, ୩୦ରୁ ଅଧିକ ଆହତ

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଦତିଆରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ବୁହାରା ନଦୀରେ ଖସିପଡିଛି ଏକ ମିନି ଟ୍ରକ୍, ଫଳରେ ଘଟଣାସ୍ଥଳରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବ. ଗ୍ୱାଲିଅର ବିଲହେଟି ଗାଁରୁ ଏକ ବିବାହ ଉତ୍ସବରେ ଯୋଗ ଦେଇ ଲୋକେ…
Read More...

ସମାନ ନାଗରିକ ସଂହିତାକୁ କେଜ୍ରିୱାଲଙ୍କ ସମର୍ଥନ । କହିଲେ, ବୈଚାରିକ ଭାବେ ସମର୍ଥନ ହେଲେ …

କନକ ବ୍ୟୁରୋ : ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡକୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ବଡ ବୟାନ ଆସିଛି । ଦଳ ତରଫରୁ କୁହାଯାଇଛି କି, ବୈଚାରିକ ରୂପେ ଆମେ ୟୁସିସିକୁ ସମର୍ଥନ କରୁଛୁ ହେଲେ ସବୁ ଧର୍ମ ଓ ସଂପ୍ରଦାୟର ଲୋକଙ୍କ ସହ ଆଲୋଚନା କରି ସରକାର ସମସ୍ତଙ୍କର ସହମତି ଆଣିବା ଦରକାର…
Read More...

ପୁରୀରେ ଠେଲାପେଲା, ୬ଆହତ । ଜଣେ ମହିଳା ଗୁରୁତର

କନକ ବ୍ୟୁରୋ : ଆଜି ବାହୁଡା ଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । କାଳିଆକୁ ଦର୍ଶନ ପାଇଁ କାହିଁ କେଉଁ ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁଆସିଛନ୍ତି ଭକ୍ତ । ଲକ୍ଷ ଲକ୍ଷ ଲୋକ ବଡଦାଣ୍ଡରେ ଗହଳି ଲାଗିଥିବା ବେଳେ ବାହୁଡା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ସୃଷ୍ଟି…
Read More...

ସରକାରଙ୍କ ତରଫରୁ ଲୋକଙ୍କୁ ବଡ ଆଶ୍ୱସ୍ଥି, ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ବେଳେ ବାଧ୍ୟତାମୂଳକ ହେବ ନାହିଁ ଆଧାର କାର୍ଡ

କନକ ବ୍ୟୁରୋ : ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସମୟରେ ଆଧାର ପ୍ରମାଣୀକରଣ କରିବାକୁ କେନ୍ଦ୍ର ସରକାର ରେଜିଷ୍ଟାର ଜେନେରାଲଙ୍କ କାର୍ଯ୍ୟାଳୟକୁ ଅନୁମତି ଦେଇଛନ୍ତି । ତେବେ ଏଭଳି ପଞ୍ଜିକରଣ ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ ହେବ ନାହିଁ । ଜୁନ ୨୭ ତାରିଖରେ ପ୍ରକାଶିତ ଏକ ବିଜ୍ଞପ୍ତିରେ…
Read More...

ବାହୁଡିଲେ ମହାବାହୁ : ଘଣ୍ଟ ବାଜିଲା, ଡାହୁକ ଡାକ ଦେଲା, କଳାଗୋସାଇଁର ନନ୍ଦିଘୋଷ ଗଡିଲା

କନକ ବ୍ୟୁରୋ : ଚଳଚଂଚଳ ଶ୍ରୀକ୍ଷେତ୍ର । ନଅ ଦିନର ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡି ଯାଉଛନ୍ତି କାଳିଆ ସାଆନ୍ତ । ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ, ଭକ୍ତ ଯାଏଁ, ସମସ୍ତେ ନିଜ ନିଜ ସେବାରେ ବ୍ୟସ୍ତ । ତେବେ ବାହୁଡା ଯାତ୍ରାର ନିର୍ଘଂଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା…
Read More...

ଜୁଲାଇ ୧୭ରୁ ସଂସଦରେ ବସିପାରେ ମୌସୁମୀ ଅଧିବେଶନ, ସଂସଦୀୟ କମିଟି ବୈଠକରେ ଖୁବଶୀଘ୍ର ହୋଇପାରେ ଘୋଷଣା

କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ଜୁଲାଇମାସ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ । ସଂସଦୀୟ ମାମଲାରେ କ୍ୟାବିନେଟ କମିଟି ବୈଠକ ଆଗାମୀ କିଛିଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠଳରେ ମୌସୁମୀ ଅଧିବେଶନ ନେଇ ତାରିଖ ସ୍ଥିର କରାଯିବ । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି…
Read More...

ହାତରେ ରେଞ୍ଚି, ପେଚକସ୍ ଧରି ଗାଡି ସଜାଡିଲେ ରାହୁଲ । ଫଟୋକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ : ଦିନକୁ ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ଲୋକଙ୍କ ନିକଟତର ହେବା ପାଇଁ ବିଭିନ୍ନ ଉପାୟରେ ପ୍ରୟାସ କରୁଛନ୍ତି ରାହୁଲ୍ ଆଉ ଏହାରି ମଧ୍ୟରେ ରାହୁଲ ଗାନ୍ଧୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ…
Read More...

ଗଡିଲା ‘ଦେବଦଳନ’…ତାଳଧ୍ୱଜ ପରେ ଶ୍ରୀମନ୍ଦିର ଅଭିମୁଖେ ଗଡିଲା ହଦଳୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ…

କନକ ବ୍ୟୁରୋ : ନବଦିନାତ୍ମକ ଯାତ୍ରା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ଗଡିଲା ଚତୁର୍ଦ୍ଧାମୂରତିଙ୍କ ରଥ । ପ୍ରଥମେ ବଡ ଭାଇ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିବା ପରେ ପଛେ ପଛେ ଗଡିଲା ଦେବୀ ସୁଭଦ୍ରା ଦେବଦଳନ ରଥ । ପରମ୍ପରା ଅନୁଯାୟୀ ସମସ୍ତ ନୀତି ଶୃଂଖଳିତ ଭାବେ ଶେଷ ହୋଇଛି । ତେବେ…
Read More...

ବୁହାନରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକଙ୍କ ବଡ ଖୁଲାସା, ୪ ପ୍ରକାର ଭୂତାଣୁ ସୃଷ୍ଟି କରି ବିଶ୍ୱକୁ ଧ୍ୱଂସ କରିବାକୁ…

କନକ ବ୍ୟୁରୋ : ସାରା ବିଶ୍ୱରେ ଏବେ କରୋନା ସଂକ୍ରମଣ ଥମିଯାଇଛି । ହେଲେ କରୋନା ଭୂତାଣୁକୁ ନେଇ ଏବେ ଯେଉଁ ଖବର ଆସିଛି ତାହା ଆପଣଙ୍କୁ ଚକିତ କରିଦେବ । ଚୀନର ବୁହାନ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜୀର ବୈଜ୍ଞାନିକ ଦାବି କରିଛନ୍ତି କି, ଚୀନ ଦ୍ୱାରା କରୋନାକୁ ଏକ ଜୈବିକ ଅସ୍ତ୍ର ଭାବେ ପ୍ରସ୍ତୁତ…
Read More...

କେନ୍ଦୁଝର ଟ୍ରକ ଦୁର୍ଘଟଣା, ମୁଖ୍ୟମନ୍ତ୍ରୀଙ୍କ ଶୋକ : ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୩ଲକ୍ଷ ଟଙ୍କା ସହାୟତା ଘୋଷଣା

କନକ ବ୍ୟୁରୋ :  କେନ୍ଦୁଝର ଜିଲ୍ଲା ଷଠୀଘର ଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।  ଏଥିସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା…
Read More...