Browsing Category

ନ୍ୟୁଜ୍

ପୁଣି ଚିନ୍ତାରେ ଚାଷୀ: ଅଣସ୍ୱୀକୃତି ପ୍ରାପ୍ତ ବିହନ ଯୋଗୁଁ ସହୁଛନ୍ତି କ୍ଷତି

କନକ ବ୍ୟୁରୋ: ଅଣସ୍ୱୀକୃତି ବିହନ ଭରସାରେ ରହିଛନ୍ତି ଚାଷୀ । ଚାଷୀଙ୍କୁ କିଭଳି ଉତମ ମାନର ବିହନ ମିଳିବ ଶତପ୍ରତିଶତ ଗଜା ହେବ ସେ ନେଇ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଚାଷୀ ମାନଙ୍କୁ ରିହାତି ମୁଲ୍ୟରେ ବିହନ ଯୋଗାଇ ଦିଆଯିବ ସେପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ସମ୍ବଲପୁର ଜିଲ୍ଲା…
Read More...

କାଳବୈଶାଖୀର ତାଣ୍ଡବ ଲୀଳା: ଗଞ୍ଜାମ ବୁଗୁଡା ଚଢେଇଆ ପଲ୍ଳୀରେ ଗଛ ପଡି ମୁଖ୍ୟରାସ୍ତା ଅବରୋଧ

କନକ ବ୍ୟୁରୋ: କାଳବୈଶାଖୀର ତାଣ୍ଡବ ଲୀଳା । ଆଜି ଅପରାହ୍ନରେ ଗଂଜାମ ବୁଗୁଡା ଚଢେଇଆ ପଲ୍ଳୀରେ ଗଛ ପଡି ମୁଖ୍ୟରାସ୍ତା ଅବରୋଧ ହୋଇଯାଇଛି । ଅପରାହ୍ନରେ ପ୍ରବଳ ଝଡ ବର୍ଷା ହୋଇଥିବା ବେଳେ ବଡ ବଡ ଗଛ ସବୁ ଉପୁଡି ପଡିଛି । ବିଦ୍ୟୁତ ଖୁଂଟ ସବୁ ମଧ୍ୟ ଉପଡି ରାସ୍ତାରେ ପଡି ରହିଛି । ନେଇ ବିଦ୍ୟୁତ…
Read More...

ପାୱାର କଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ଅସନ୍ତୋଷ: ଘନ ଘନ ବିଦ୍ୟୁତ କାଟ ଯୋଗୁଁ କୁଚିଣ୍ଡାରୁ ନେଇ କାଲିମେଳା…

କନକ ବ୍ୟୁରୋ: ପାୱାର କଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ବଢିଚାଲିଛି । ଅନ୍ୟ ସ୍ଥାନ ଭଳି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଧ୍ୟ ଏହି ସମସ୍ୟା ଲାଗି ରହିଛି । ଦିନ ହେଉ କି ରାତି ହେଉ ଘଂଟା ଘଂଟା ବିଜୁଳି ଚାଲିଯାଉଛି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବାରମ୍ବାର ବିଦ୍ୟୁତକାଟ ଯୋଗୁ…
Read More...

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କୁ ଦିଆଯିବ ପର୍ଯ୍ୟାପ୍ତ ସମୟ । ରେଳବାଇ, ପୋଲିସ…

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ ଚିହ୍ନଟ ପାଇଁ ସମ୍ପର୍କୀୟଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯିବ । ଏନେଇ ରେଳବାଇ, ପୋଲିସ ଓ ଏମ୍ସର ମିଳିତ ବୈଠକରେ ନିଷ୍ପତି ହୋଇଛି  । କଂଟେନରରେ ସଂରକ୍ଷିତ ଶବ ଗୁଡିକର ସ୍ଥିତି ବିଗିଡି ନାହିଁ ତେଣୁ ବର୍ତମାନ ସମୟରେ ଏହାକୁ ନେଇ ଚିନ୍ତା…
Read More...

ସଂକଟ ବେଳେ କିଭଳି କବଚ ସାଜିଥାନ୍ତି ଆମ ଉଦ୍ଧାରକାରୀ ଦଳ। ଜାଣନ୍ତୁ ପ୍ରାକୃତିକ ବିପର୍ଯ୍ୟୟକୁ କିଭଳି ସଫଳତାର ସହ…

କନକ ବ୍ୟୁରୋ : ଆରବ ସାଗରରେ ଏବେ ବାତ୍ୟା ‘ବିପର୍ଯ୍ୟୟ’ ଲହଢି ଭାଙ୍ଗୁଛି । ୩୦ ରୁ ୪୦ ଫୁଟ ଉଚ୍ଚତାରେ ଢେଉ ଆସୁଛି । ପବନର ବେଗ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ଚାଲିଛି  । ଏନେଇ ଗୁଜରାଟ ସରକାର ରାଜ୍ୟର ୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ଏହାସହ ଭାରତୀୟ ପାଗଣିପାଗ ବିଭାଗ…
Read More...

ସୁଶାନ୍ତଙ୍କ ମୃତ୍ୟୁକୁ ପୂରିଲା ୩ ବର୍ଷ । ଭାବପ୍ରବଣ ଭିଡିଓ ପୋଷ୍ଟ କଲେ ଭଉଣୀ ଶ୍ୱେତା, କହିଲେ ସୁଶାନ୍ତ ଏବେ ବି ଆମ…

କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ଆଜି ୩ ବର୍ଷ ପୁରିଛି । ୨୦୨୦ର ଆଜିର ଦିନରେ ହିଁ ସୁଶାନ୍ତଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ଏବେ ବି ଅନେକ ଲୋକ ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ତାଙ୍କର ଶ୍ରାଦ୍ଧବାର୍ଷିକରେ…
Read More...

ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା । କଂଗ୍ରେସକୁ ଫେରିଲେ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ । 

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପିକୁ ବଡ ଝଟକା । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ବୈଜନାଥ ଯାଦବ କଂଗ୍ରେସର ହାତ ଧରିଛନ୍ତି । ଗତ ୨୦୨୦ରେ ଶିବପୁରୀରେ ସିନ୍ଧିଆଙ୍କ ସହ ବୈଜନାଥ ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ବିଧାନସଭା ନିର୍ବାଚନ…
Read More...

ଲଣ୍ଡନରୁ ଆସିଲା ଦୁଃଖଦ ଖବର, ଭାରତୀୟ ଛାତ୍ରୀଙ୍କୁ ଛୁରୀମାରି ହତ୍ୟାକଲା ବ୍ରାଜିଲ ନାଗରିକ

କନକ ବ୍ୟୁରୋ : ଲଣ୍ଡନର ବେମ୍ବଲୀ ଠାରେ ରହି ପାଠ ପଢୁଥିବା ହାଇଦ୍ରାବାଦର ଜଣେ ଛାତ୍ରୀଙ୍କୁ ଛୁରୀମାରି ହତ୍ୟା କରାଯାଇଛି । ଲଣ୍ଡନରେ ରହି ପାଠ ପଢୁଥିବା ହାଇଦ୍ରାବାଦର ଛାତ୍ରୀ କୌତମ ତେଜସ୍ୱନୀଙ୍କୁ ବ୍ରାଜିଲର ଜଣେ ନାଗରିକ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଘଟଣା ସ୍ଥଳରେ…
Read More...

କିରଗିଜସ୍ତାନ ଗସ୍ତରୁ କଟିଲା ୩ ସଦସ୍ୟଙ୍କ ନାମ, ବ୍ରିଜଭୂଷଣଙ୍କ ବିରୋଧରେ ବୟାନ ଦେଇଥିବା ରେଫେରୀ ବି ବାଦ୍ ପଡିଲେ

କନକ ବ୍ୟୁରୋ : ଏସିଆ କୁସ୍ତି ଚମ୍ପିଆନଶିପ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । କିରଗିଜସ୍ତାନରେ ହେବାକୁ ଥିବା ପ୍ରତିଯୋଗିତିା ପାଇଁ କୁସ୍ତିଯୋଦ୍ଧାଙ୍କ ସମେତ ସହାୟକ କର୍ମଚାରୀଙ୍କ ନାମ ବି ବହୁ ଆଗରୁ ଘୋଷଣା ହୋଇସାରିଥିଲା । ହେଲେ ଏବେ ଚୟନ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ଜଣଙ୍କ ନାମ ବାଦ…
Read More...

ଅଘୋଷିତ ବିଜୁଳି କାଟକୁ ନେଇ ବିଜେପିର ଦୁଇ ଦିନିଆ ପ୍ରତିବାଦ । ଟାଟା ପାୱାର କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ…

କନକ ବ୍ୟୁରୋ : ବାରମ୍ବାର ବିଜୁଳି କାଟ ପ୍ରତିବାଦରେ ଆଜି ଓ ଆସନ୍ତାକାଲି ବିଜେପିର ପ୍ରତିବାଦ । ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କର୍ମକର୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ହାତରେ ବିଂଚଣା ଧରି ଦଳୀୟ କର୍ମୀ ପ୍ରତିବାଦ କରିଛନ୍ତି । ଆଉ…
Read More...