Browsing Category

ନ୍ୟୁଜ୍

ସାରା ରାଜ୍ୟକୁ ଦୋହଲାଇ ଦେଲା ଦିଗପହଣ୍ଡି ଦୁର୍ଘଟଣା : ଲୁହରେ ଭିଜିଲା ବାହାଘର ଖୁସି

କନକ ବ୍ୟୁରୋ : ବିବାହ ଉତ୍ସବ ସାରି ଫେରୁଥିବାବେଳେ ରାସ୍ତାରେ ଜଗିଥିଲା ମୃତ୍ୟୁ । ଆଉ ଅଳ୍ପ ସମୟ ମଧ୍ୟରେ ଖୁସି କୁଆଡେ ଉଭେଇଗଲା, ମାଡି ଆସିଲା ଦୁଃଖର କଳାବାଦଲ । ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ ମଧ୍ୟରେ ମୁହାଁମୁହୁଁ ଧକ୍କାରେ ଯାଇଛି ୧୨ ଜଣଙ୍କ ଜୀବନ । ରାୟଗଡାରୁ ଭୁବନେଶ୍ୱର ଆସୁଥିବା…
Read More...

ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ : ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ବିଧାୟକ ଅଶୋକ ଚନ୍ଦ୍ର…

କନକ ବ୍ୟୁରୋ : ଲଗାଣ ବର୍ଷା ସତ୍ୱେ ବହୁ ପ୍ରତିକ୍ଷୀତ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ମହା ଆଡମ୍ବରରେ ଆରମ୍ଭ ହୋଇଛି । ଏକାମ୍ର ପ୍ରକଳ୍ପ ଭୂମିପୂଜା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା । ଗତକାଲି ସନ୍ଧ୍ୟାରେ ଲିଙ୍ଗରାଜ…
Read More...

ପ୍ରସ୍ତୁତ ହେଉଛି ପୋଡପିଠା : ବାହୁଡା ଯାତ୍ରାରେ ମାଉସୀ ମା’ଙ୍କ ପୋଡ ପିଠା ଖାଇଥାନ୍ତି ମହାପ୍ରଭୁ

କନକ ବ୍ୟୁରୋ : ବାହୁଡା ଯାତ୍ରାରେ ମାଉସୀ ମା’ଙ୍କ ପୋଡ ପିଠା ଖାଇଥାନ୍ତି ମହାପ୍ରଭୁ । ଏନେଇ ବଳଗଣ୍ଡି ଛକ ନିକଟରେ ଥିବା ମା' ଅର୍ଧେଶୋଷଣୀ ମାଉସୀ ମା'ଙ୍କ ମନ୍ଦିରରେ ଚାଲିଛି ପୋଡ ପିଠା ପ୍ରସ୍ତୁତି । ରଥ ବାହୁଡିକି ଯାଉଥିବା ବେଳେ ପୋଡ ପିଠାକୁ ମାଉସମାଙ୍କ ପୂଜକ ପୂଜାପଣ୍ଡା ସାଆନ୍ତଙ୍କୁ…
Read More...

ଆଡପ ମଣ୍ଡପରେ ଆଜି ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ : ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ…

କନକ ବ୍ୟୁରୋ : ଆଜି ମହାପ୍ରଭୁ ଜଗନ୍ନାଥଙ୍କ ସନ୍ଧ୍ୟା ଦର୍ଶନ । ଆଡପମଣ୍ଡପରେ ସାଂଧ୍ୟ ଦର୍ଶନ ଦେବେ ଶ୍ରୀଜିଉ । ଆଜି ସକାଳୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜନ୍ମବେଦୀରେ ମହାପ୍ରଭୁଙ୍କୁ ସାଂଧ୍ୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କିନ୍ତୁ ରାତି ୧୨ଟା ଯାଏଁ ଆଡପ ଅବଢା ମିଳିବ । ଭକ୍ତମାନେ ନାକଚଣା…
Read More...

ରାଜ୍ୟରେ ବର୍ଷା ଜାରି : ଆଜି ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି, ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି । ରାଜ୍ୟରେ ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଜି ପାଇଁ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ…
Read More...

୧୬ ରାଜ୍ୟ ପାଇଁ ୫୬ ହଜାର ୪୧୫ କୋଟି ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସରକାର । ଓଡିଶା ପାଇଁ ୪ହଜାର ୫୨୮ କୋଟି ଟଙ୍କା…

କନକ ବ୍ୟୁରୋ: ଓଡିଶା ପାଇଁ ୪ହଜାର ୫୨୮ କୋଟି ଟଙ୍କା ମଞ୍ଜୁର । ପୁଞ୍ଜିନିବେଶ ପାଇଁ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା ୨୦୨୩-୨୪ ଅଧୀନରେ ଏହି ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର । ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଅଧୀନ ବ୍ୟୟବିଭାଗ ଦ୍ୱାରା ଚଳିତ ବର୍ଷରେ ଦେଶର ୧୬ ରାଜ୍ୟ ପାଇଁ…
Read More...

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ, ସବୁଠି ବନ୍ୟା ପ୍ରଳୟ । ବନ୍ୟା ବିତ୍ପାତରେ ଆସାମରେ ଅସ୍ଥିରତା । ଉତ୍ତରାଖଣ୍ଡ,…

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ପ୍ରଳୟଙ୍କାରୀ ବନ୍ୟା । ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ଲକ୍ଷ ଲକ୍ଷ ଲୋକେ ବନ୍ୟାଘେରରେ ଜୀବନଯାପନ କରୁଛନ୍ତି । ଆସାମ, ହିମାଚଳପ୍ରଦେଶ, ବିହାର, ଜମ୍ମୁ କଶ୍ମୀର, ହରିୟାଣା ଆଦି ସ୍ଥାନରେ ବନ୍ୟା ଯୋଗୁଁ…
Read More...

କ୍ରାଇମ କ୍ୟାପିଟାଲ ପାଲଟିଛି ରାଜଧାନୀ ଦିଲ୍ଲୀ । ଦିବା ଆଲୋକରେ ବନ୍ଧୁକ ମୁନରେ ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ…

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । କାରକୁ ଘେରି ୪ଜଣ ଦୁବୁର୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଲୁଟ ସମୟର ଘଟଣା ସିସିଟିଭିରେ କଏଦ ହୋଇଛି । ସେପଟେ କିଛି ସୁରାକ ଆଧାରରେ ଛାନଭିନ ଜାରି ରଖିଛି ଦିଲ୍ଲୀ ପୁଲିସ । ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଓ କେନ୍ଦ୍ର ସରକାରଙ୍କ…
Read More...

ପଛକୁ ହଟିଲା ବିଦ୍ରୋହୀ ସେନା ୱାଗନର । ରଷିଆ ଉପରୁ ଟଳିଲା ସଙ୍କଟ । କିନ୍ତୁ କୁଆଡ଼େ ଗଲେ ରାଷ୍ଟ୍ରପତି ପୁଟିନ?

କନକ ବ୍ୟୁରୋ: ୭୨ ଘଣ୍ଟାର ହଟଚମଟ ପରେ ଶାନ୍ତ ପଡିଛି ରୁଷ । ବିଦ୍ରୋହୀ ସେନା ୱାଗନର ମସ୍କୋ ମୁହାଁ ହେଉଥିବାବେଳେ ହଠାତ ଓହରିଯାଇଛି । ଯାହାକୁ ନେଇ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସେପଟେ ପ୍ରଶ୍ନ ଉଠୁଛି ଯେଉଁ ଭାବେ ୱାଗନର ମସ୍କୋ ମୁହାଁ ହେଉଥିଲା ହଠାତ କାହିଁକି…
Read More...

ଉଦଘାଟନ ପୂର୍ବରୁ ଭୁଶୁଡିଲା ଇଣ୍ଡୋର ଷ୍ଟାଡିୟମ । ସ୍ଥାୟିତ୍ୱ ଉପରେ ଉଠିଲା ପ୍ରଶ୍ନ । ଏପଟେ ରାଜ୍ୟରେ ବର୍ଷା ଆହୁରି ୨…

କନକ ବ୍ୟୁରୋ: ଗଞ୍ଜାମ କୋଦଳା ଏନଏସିରେ ୭ କୋଟିର ତିଆରି ହେଉଛି ଇଣ୍ଡୋର ଷ୍ଟାଡିୟମ । କିନ୍ତୁ ସାମାନ୍ୟ ବର୍ଷାରେ ଭୁଶୁଡି ପଡିଛି ଷ୍ଟାଡିୟମ । ଛାତରୁ ପାଣି ଗଳୁଥିବା ବେଳେ ସିମେଣ୍ଟ ଖସୁଛି । ଚାରିପଟ କାନ୍ଥରେ ବି ଫାଟ ସୃଷ୍ଟି ହୋଇଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଏଠାରେ…
Read More...