Browsing Category

ନ୍ୟୁଜ୍

ମୁସଲମାନଙ୍କ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିଥିଲେ ପ୍ରଶ୍ନ, ଭାରତୀୟଙ୍କ ଦ୍ୱାରା ଉତ୍ପୀଡନର ଶିକାର…

କନକ ବ୍ୟୁରୋ : ୱାଲ ଷ୍ଟ୍ରିଟ ଜର୍ନାଲ ଖବର କାଗଜର ହ୍ୱାଇଟ୍ ହାଉସ ସାମ୍ବାଦିକ ସବରୀନା ସିଦ୍ଦିକଙ୍କୁ ଅନ୍ ଲାଇନ ଆକ୍ରମଣ କରାଯାଉଛି । ଏନେଇ ଖବର କାଗଜ ୱାଲ ଷ୍ଟ୍ରିଟ୍ ଜର୍ନାଲ ପକ୍ଷରୁ ହ୍ୱାଇଟ୍ ହାଉସରେ ଅଭିଯୋଗ କରାଯାଇଛି । ଖବର କାଗଜ ତରଫରୁ ଅଭିଯୋଗ କରାଯାଇଛି କି, ଆମ ସାମ୍ବାଦିକ…
Read More...

ଦିଗପହଣ୍ଡି ବସ ଦୁର୍ଘଟଣା : କେମିତି ହୋଇଥିଲା ଦୁର୍ଘଟଣା ଡେମୋ ଦେଖାଇଲେ ଡ୍ରାଇଭର; ଆଜି କରାଯିବ କୋର୍ଟଚାଲାଣ

କନକ ବ୍ୟୁରୋ : ଦିଗପହଣ୍ଡି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସରକାରୀ ବସ୍ ଡ୍ରାଇଭର ମାନସ ପ୍ରଧାନ ଗିରଫ । ଦିଗପହଣ୍ଡି ପୋଲିସ ଗିରଫ କରିବା ପରେ ଘଟଣା ସମ୍ପର୍କରେ ପଚରାଉଚରା କରାଯାଉଛି । ଗତକାଲି ରାତିରେ ଡ୍ରାଇଭର ମାନସ ପ୍ରଧାନଙ୍କୁ ଦୁର୍ଘଟଣାସ୍ଥଳକୁ ନେଇଥିଲା ପୋଲିସ । କେମିତି ହୋଇଥିଲା…
Read More...

ହଠାତ୍ ଟମାଟୋ ଦର ଆକାଶଛୁଆଁ : ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ସପ୍ତାହକ ଭିତରେ ଛୁଇଁଲାଣି ୧୦୦

କନକ ବ୍ୟୁରୋ : ହଠାତ୍ ଟମାଟୋ ଦର ଆକାଶ ଛୁଆଁ । ୨୫ରୁ ୩୦ ଟଙ୍କାରେ ମିଳୁଥିବା ଟମାଟୋ ଏବେ ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ସ୍ଥାନରେ ଦର ଶହେ ଟଙ୍କା ପହଞ୍ଚିଲାଣି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଟମାଟୋ ଦର ପାଖାପାଖି ୧୦୦ ଟଙ୍କା ହେଲାଣି । କଟକରେ ଟମାଟୋ ୭୦ରୁ ୮୦…
Read More...

କାର-ଟ୍ୟାଙ୍କର ଧକ୍କା : ଘଟଣାସ୍ଥଳରେ ବାପା, ମାଆ ଓ ଝିଅ ମୃତ; ନିଶ୍ଚିହ୍ନ ହୋଇଗଲା ପୂରା ପରିବାର

କନକ ବ୍ୟୁରୋ : କୋରାପୁଟ ପଟ୍ଟାଙ୍ଗୀ ଥାନା ପୁଙ୍ଗାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୨୬ ନମ୍ବର ଜାତୀୟ ରାଜପଥ ପୁୁଙ୍ଗାର ଗାଁ ନିକଟରେ କାରକୁ ଧକ୍କା ଦେଲା ଟ୍ୟାଙ୍କର । ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର କାରକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୩ ଜଣ…
Read More...

ଭିଜିଲାନ୍ସ ଜାଲରେ ସରକାରୀ ବାବୁ : ରେଞ୍ଜର କାହ୍ନୁଚରଣ ପଟ୍ଟନାୟକଙ୍କ ଘରେ ରାତି ଅଧିଆ ରେଡ

କନକ ବ୍ୟୁରୋ : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଘର, ଅଫିସରେ ଚାଲିଛି ରେଡ୍ । ବ୍ରହ୍ମପୁରର ୬ ଜଣିଆ ଟିମ୍ ଯାଞ୍ଚ କରୁଛନ୍ତି । ବିଳମ୍ବିତ ରାତିରେ…
Read More...

ମୂତ୍ର ଏବଂ ଝାଳରୁ ପ୍ରସ୍ତୁତ ପାଣି ପିଇବେ ମହାକାଶଚାରୀ । ନାସାର ବଡ ସଫଳତା

କନକ ବ୍ୟୁରୋ : ଏବେ ମହାକାଶଚାରୀଙ୍କ ପାଇଁ ମହାକାଶରେ ବଞ୍ଚିବା ଆହୁରି ସହଜ ହୋଇଯିବ । ଆମେରିକା ସ୍ପେସ୍ ଏଜେନ୍ସି ନାସା ବଡ ସଫଳତା ହାସଲ କରିଛି । ନାସାର ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ସେଣ୍ଟରରେ ରହୁଥିବା ମହାକାଶଚାରୀଙ୍କ ୯୮ ପ୍ରତିଶତ ମୂତ୍ର ଓ ଝାଳକୁ ନେଇ ପାଣିରେ ପରିଣତ କରିବାରେ ବଡ ସଫଳତା…
Read More...

ଆଜି ୫ଟି ସ୍ଥାନରେ ଆରମ୍ଭ ହେବ ବନ୍ଦେ ଭାରତ ଟ୍ରେନ୍ ସେବା । ପ୍ରଧାନମନ୍ତ୍ରୀ ମୋଦୀ କରିବେ ଶୁଭାରମ୍ଭ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାଣୀ କମଳାପତି ରେଳଷ୍ଟେସନରେ ପହଞ୍ଚି ପାଞ୍ଚଟି ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରାଇବେ । ଏହି ପାଞ୍ଚଟି ବନ୍ଦେ ଭାରତ ଟ୍ରେନ ହେଲା-ଭୋପାଳ(ରାଣୀ କମଳାପତି)-ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ, ଭୋପାଳ…
Read More...

ପୁଣି ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟରେ ସଲମାନ ଖାନ୍ : ସୁଯୋଗ ମିଳିଲେ ଗୁଳି ମାରିବାକୁ ଧମକ ଦେଲେ ଗୋଲ୍ଡି ବରାର

କନକ ବ୍ୟୁରୋ : ପୁଣି ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟର ସଲମାନ ଖାନ୍ । ସୁଯୋଗ ମିଳିଲେ ସଲମାନଙ୍କୁ ମାରିବାକୁ ଖୋଲା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ତଥା ଭାରତର ମୋଷ୍ଟ ୱାଂଟେଡ ସତବିନ୍ଦର ସିଂହ ଓରଫ ଗୋଲଡି ବରାର । ଏକ ଜାତୀୟ ଗଣମାଧ୍ୟମକୁ ଗୋଲଡି ବ୍ରାର କହିଛନ୍ତି, ତାଙ୍କ ଟାର୍ଗେଟରେ ସଲମାନ ଖାନ…
Read More...

ଉପାସରେ ପ୍ରଭୁ ଗୋପାଳଜିଉ : ଗତକାଲିଠାରୁ ସାକ୍ଷୀଗୋପାଳ ମନ୍ଦିରରେ ଦେବ ନୀତି ବନ୍ଦ କଲେ ସେବାୟତ

କନକ ବ୍ୟୁରୋ : ଉପବାସରେ ଅଛନ୍ତି ପ୍ରଭୁ ଗୋପାଳଜିଉ । ଗତକାଲି ଠାରୁ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ଦେବ ନୀତି ବନ୍ଦ କରିଛନ୍ତି । ଗୋପାଳଜିଉଙ୍କ ମୁଖ୍ୟ ଦ୍ୱାରା ବନ୍ଦ କରି ଧାରଣାରେ ଅଛନ୍ତି ସେବାୟତ । ମୁଖ୍ୟ ଦ୍ୱାର ବନ୍ଦ ଥିବାରୁ ଗୋପାଳଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇ ଫେରିଛନ୍ତି ଶହ ଶହ…
Read More...

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ବେକରେ ଶାଢି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ

କନକ ବ୍ୟୁରୋ : ଭୁବନେଶ୍ୱର ଚିନ୍ତାମଣିଶ୍ୱର ଜେନା କଲୋନୀରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ନାଁ ଜେ.କେ ମିଲନ୍ ବୋଲି ଜଣାପଡିଛି । ତାଙ୍କ ବୟସ ପାଖାପାଖି ୪୦ ବର୍ଷ । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର…
Read More...