Browsing Category

ନ୍ୟୁଜ୍

ପିଲାଙ୍କ ପାଇଁ ହେବ କ୍ୟାନସର ହସ୍ପିଟାଲ । ୧୫୦କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର

କନକ ବ୍ୟୁରୋ : ପିଲାଙ୍କ ପାଇଁ ହେବ କ୍ୟାନସର ହସ୍ପିଟାଲ । ଜଟଣୀ ନାଇଜର ପରିସରରେ ଆଉ ଏକ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ । ହୋମି ଭାବା କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଂଟରରେ ଏହି ପେଡିଆଟ୍ରିକ କ୍ୟାନସର ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ୧୫୦କୋଟି ଟଙ୍କା ଖର୍ଚ୍ଚ କରିବେ ।…
Read More...

ହାରିଗଲା ପାକିସ୍ତାନ , ପଡିଆରେ ଚିଡିଗଲେ ବାବର! ଡିଆରଏସକୁ ନେଇ କହିଲେ ଏମିତି କଥା ।

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋମାଞ୍ଚକର ମୁକାବିଲାରେ ପରାଜିତ ହୋଇ ସେମିଫାଇନାଲ ରେସରୁ ଏକପ୍ରକାର ବାଦ୍ ପଡି ସାରିଛି ପାକିସ୍ତାନ । ଚେନ୍ନାଇରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ମାତ୍ର ୧ ୱିକେଟରେ ବାଜିମାତ କରିଥିଲା ଦକ୍ଷିଣ ଆଫ୍ରିକା ଦଳ । ତେବେ ଏହି ମ୍ୟାଚ…
Read More...

ଗ୍ରହଣ ପୂର୍ବରୁ ପାକ ତ୍ୟାଗକୁ ନେଇ ଜ୍ୟୋତିଷ-ହେତୁବାଦୀଙ୍କ ଭିନ୍ନ ମତ । ଜ୍ୟୋତିଷ କହିଲେ, ୪ଟା ୫ ମିନିଟରୁ ପାକ ତ୍ୟାଗ…

କନକ ବ୍ୟୁରୋ: କୁମାର ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ । ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଂଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଆଜି ରାତି ଗୋଟାଏ ୪ ମିନିଟ୍ ୫୫…
Read More...

‘ମୁଁ ଜଣେ କଳାକାର, ଟୁଟୁ ନାୟକଙ୍କୁ ମୁଁ ବ୍ୟାନ୍ କରୁଛି’: ପ୍ରେସମିଟ୍ କରି ଏଭଳି କହିଲେ ମନୋଜ ମିଶ୍ର

କନକ ବ୍ୟୁରୋ: ଓଲିଉଡ୍ କଳି ଘନେଇବା ପରେ ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । ସାମ୍ବାଦିକ ସମ୍ମିଳନୀରେ ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କୁ ଚ୍ୟାଲେଞ୍ଜ କରିଛନ୍ତି  । ‘ଟୁଟୁ ମିଶ୍ର ତାଙ୍କୁ ବ୍ୟାନ୍ କରିଥିଲେ ଏବେ ସେ ନିଜେ ଟୁଟୁ ନାୟକଙ୍କୁ ବ୍ୟାନ୍ କରିଛନ୍ତି ବୋଲି କହିଛନ୍ତି ମନୋଜ୍…
Read More...

୫୧ ହଜାର ଯୁବବର୍ଗଙ୍କୁ ମିଳିଲା ସରକାରୀ ଚାକିରି । ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତିପତ୍ର

କନକ ବ୍ୟୁରୋ : ଦେଶର ୫୧ ହଜାର ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତିପତ୍ର ଦେଇଛନ୍ତି । ନବନିଯୁକ୍ତମାନେ ଭିନ୍ନ ଭିନ୍ନ ବିଭାଗର ବିଭିନ୍ନ ପଦରେ ଚୟନ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଏହି ରୋଜଗାର…
Read More...

ବ୍ରେନ ଷ୍ଟ୍ରୋକର କାରଣ କଣ? ଏଥିରୁ ମୁକୁଳିବେ କିପରି, ଜାଣନ୍ତୁ 

କନକ ବ୍ୟୁରୋ : ବ୍ରେନ ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ ଜନସ୍ୱାସ୍ଥ୍ୟ  ଆହ୍ୱାନ ହୋଇଛି । ଓଡିଶାରେ ଏହାର ମୁକାବିଲା କିପରି କରାଯାଇପାରିବ ସେନେଇ ଡାକ୍ତର, ଜନସ୍ୱାସ୍ଥ୍ୟ ଓ ପଲିସି ବିଶେଷଜ୍ଞମାନଙ୍କୁ ଏକାଠି କରି ବିଶ୍ୱ ଷ୍ଟ୍ରୋକ ଦିବସ ପୂର୍ବରୁ ଏକ ରାଜ୍ୟସ୍ତରୀୟ…
Read More...

ଇଡି ଗିରଫ କରିବା ପରେ ବଢିଲା ମନ୍ତ୍ରୀଙ୍କ ବ୍ଳଡପ୍ରେସର୍ । କୋର୍ଟରେ ଚେତାଶୂନ୍ୟ ହୋଇ ପଡିଗଲେ ।

କନକ ବ୍ୟୁରୋ: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ରିମାଣ୍ଡ ଶୁଣାଣି ସମୟରେ ବାଙ୍କଶାଲ କୋର୍ଟରେ ଅଚେତ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି…
Read More...

ଚାଷୀଙ୍କୁ ଘାରିଛି ଚକଡା ପୋକ ଚିନ୍ତା । ନଷ୍ଟ ହେବାକୁ ବସିଛି ଏକର ଏକର ଧାନ ଫସଲ

କନକ ବ୍ୟୁରୋ : ଚାଷୀଙ୍କୁ ଚକଡ଼ା ପୋକ ଚିନ୍ତା । ବାଲେଶ୍ୱର ନୀଳଗିରି ଉପଖଣ୍ଡରେ ଏକର ଏକର ଚାଷ ଜମିରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । ବାରମ୍ବାର କୀଟନାଶକ ପକାଇଲେ ମଧ୍ୟ କିଛି ସୁଫଳ ମିଳୁନଥିବା କହିଛନ୍ତି ଚାଷୀ । ଚକଡ଼ା,…
Read More...

ଗାଜାପଟ୍ଟି ଗ୍ରାଉଣ୍ଡ ଅପରେସନ୍: ହାମାସ ଆତଙ୍କବାଦୀଙ୍କୁ ଟନେଲରୁ ଟାଣି ବାହାରକରି ହତ୍ୟା କରାଯାଉଛି । ଇସମାଇଲ ହାନିୟେର…

ଇସ୍ରାଏଲ୍ ଆର୍ମି (ଆଇଡିଏଫ୍) ହମାସ ଆତଙ୍କବାଦୀଙ୍କୁ ଖୋଜି ଖୋଜି ଶିକାର କରୁଛି ।  ଆତଙ୍କବାଦୀଙ୍କ ପାଇଁ ଟନେଲ ଦେଇ ଖସିଯିବା ମଧ୍ୟ କଷ୍ଟକର ହୋଇପଡିଛି । ହମାସ ମୁଖ୍ୟ ଇସମାଇଲ ହାନିୟେର ଗର୍ବ ଭାଙ୍ଗି ଯାଇଛି । ଗାଜା ଟନେଲ ଅପରେସନ : ଇସ୍ରାଏଲର ଗାଜା ଉପରେ ଭୟଙ୍କର ବୋମା ବିସ୍ଫୋରଣ ଜାରି…
Read More...

୯୦ ଟଙ୍କାରେ ବିକ୍ରି ହେଲା ପିଆଜ, ବ୍ୟବସାୟୀ କହିଲେ ୧୦୦ ଟପିପାରେ ଦର ।

କନକ ବ୍ୟୁରୋ: ନବରାତ୍ରୀ ପରେ ପରେ ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢିଚାଲିଛି । ଶୁକ୍ରବାର ଦିଲ୍ଲୀ ବଜାରରେ ପିଆଜ କିଲୋ ୯୦ ଟଙ୍କା ଛୁଇଁଛି । ଏବଂ ଖୁବ୍ ଶୀଘ୍ର ଏହା ୧୦୦ ଟପିବ ବୋଲି ବ୍ୟବସାୟ କହିଛନ୍ତି । ଦିଲ୍ଲୀର ଆରକେ ପୁରମ୍ ଅଞ୍ଚଳରେ ପିଆଜ ଦର ୯୦ରେ ପହଞ୍ଚିବା ପରେ ଲୋକେ ଅତିଷ୍ଠ…
Read More...