Browsing Category

ମନୋରଞ୍ଜନ

ଦେବସେନାଙ୍କ ହାତ ଧରିବେ ବାହୁବଳୀ ! ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ପ୍ରଭାସ ଓ ଅନୁଷ୍କା

ବିବାହ କରିବେ ବାହୁବଳୀ । ଧରିବେ ରିଲ୍ ଲାଇଫ୍ ଦେବସେନାଙ୍କ ହାତ । ପ୍ରଭାସ ଏବଂ ଅନୁଷ୍କା ସେଟ୍ଟୀଙ୍କ ଜୀବନରେ ଆସିବାକୁ ଯାଉଛି ଗୋଲାପୀ ମୋଡ । ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ପ୍ରଭାସ ଏବଂ ଅନୁଷ୍କା । ମିଳିଥିବା ଖବର ଅନୁସାରେ, ଚଳିତ ବର୍ଷ ଶେଷ ସୁଦ୍ଧା ରିଲର ଏହି…
Read More...

ପୁଣି ଏକ ବାୟୋପିକ୍ ଫିଲ୍ମରେ ପ୍ରିୟଙ୍କା ଚୋପ୍ରା ! ମେରୀ କମଙ୍କ ପରେ ଏବେ ପି.ଟି ଉଷାଙ୍କ ଜୀବନୀକୁ ନେଇ ଫିଲ୍ମ

ପୁଣି ଏକ ବାୟୋପିକରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା । ପ୍ରସିଦ୍ଧ ବକ୍ସର ମେରୀ କମଙ୍କ ବାୟୋପିକରେ ନିଜର ଅଭିନୟର କମାଲ ଦେଖାଇ ସମସ୍ତଙ୍କୁ ଇମ୍ପ୍ରେସ୍ କରିଥିବା ପ୍ରିୟଙ୍କା ଏବେ ସ୍ପୋର୍ଟସ୍ ବାୟୋପିକରେ ଅଭିନୟ କରିବେ । ରିପୋର୍ଟ ଅନୁସାରେ, ବର୍ତ୍ତମାନ ପ୍ରସିଦ୍ଧ ଅଲିମ୍ପିକ୍ ଚମ୍ପିୟନ…
Read More...

ଅକ୍ଷୟଙ୍କ ଆଗାମୀ ଫିଲ୍ମର ନାୟିକା ହେବେ ପରିଣୀତି ଚୋପ୍ରା

ବଲିଉଡ୍‌ ହିରୋ ଅକ୍ଷୟ କୁମାର ଏବେ ସବୁଠୁଁ ଲୋକପ୍ରିୟ ନାୟକ । ତାଙ୍କ ଫିଲ୍ମକୁ ବକ୍ସ ଅଫିସରେ ଲଗାତର ମିଳୁଛି ଜବରଦସ୍ତ ସଫଳତା । ଚଳିତ ବର୍ଷ ତାଙ୍କ ଅଭିନୀତ ‘ ଟଏଲେଟ୍‌ ଏକ ପ୍ରେମ୍‌କଥା’ ଓ ଜଲି ଏଲ ଏଲବି-୨ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି । ଏଣେ ତାଙ୍କ ପଛରେ ପ୍ରଯୋଜକ, ନିର୍ଦ୍ଦେଶକଙ୍କର…
Read More...

ସିନେମା ପିଛା ୮କୋଟି ପାରିଶ୍ରମିକ ନେଉଛନ୍ତି ରଣବୀର୍ ! କିନ୍ତୁ ଡ୍ରାଇଭରକୁ ଦେଉନାହାଁନ୍ତି ଦରମା

ଆସୁଛି ରଣବୀର୍ ସିଂହଙ୍କ ବ୍ଲକ୍ ବଷ୍ଟର୍ ସିନେମା ପଦ୍ମାବତୀ । କିନ୍ତୁ ଯେବେଠାରୁ ଏହି ସିନେମାର ସୁଟିଂ ଆରମ୍ଭ ହୋଇଛି ସେବେଠାରୁ କିଛି ନା କିଛି ଅଘଟଣ ଘଟିଚାଲିଛି । ‘ପଦ୍ମାବତୀ’ର ପିଛା ଛାଡୁନି ବିବାଦ । ଯାହାର ସିଧା ପ୍ରଭାବ ସିନେମା ଉପରେ ପଡୁଛି । କେବେ ସୁଟିଂ ସେଟରେ କରଣୀ ସେନାଙ୍କ…
Read More...

ଭାଉଜ କରୀନାଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହୁଁଛନ୍ତି ସୋହା ଅଲୀ ଖାନ୍ !

ଗତ ସପ୍ତାହରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଅଭିନେତ୍ରୀ ସୋହା ଅଲୀ ଖାନ୍ ସୋମବାରକୁ ଡାକ୍ତରଖାନାରୁ ନିଜ ଘରକୁ ଫେରିଛନ୍ତି । ଗେଟ୍ ରେ ଉପସ୍ଥିତ ଫଟୋଗ୍ରାଫରଙ୍କୁ ମଧ୍ୟ ସେ ନିରାଶ ହେବାକୁ ଦେଇନାହାଁନ୍ତି । ଏବଂ ନିଜର ପତି କୁଣାଲ ଖେମୁ ଓ କନ୍ୟା ଇନାୟା ନଓମୀ ଖେମୁଙ୍କ ସହ ଫଟୋ…
Read More...

ତାମିଲନାଡୁରେ ଅକ୍ଟୋବର ୬ରେ ରିଲିଜ ହେବ ନାହିଁ କୌଣସି ଫିଲ୍ମ ! କାରଣ କଣ ଜାଣନ୍ତି

ଭାରତରେ ଅଧିକାଂଶ ଫିଲ୍ମ ଫିଲ୍ମ ଫ୍ରାଇଡେ ଅଥାର୍ତ ଶୁକ୍ରବାର ରିଲିଜ ହୋଇଥାଏ । କିନ୍ତୁ ଆଗାମୀ ୬ ଅକ୍ଟୋବର ଅର୍ଥାତ ଶୁକ୍ରବାର ଦିନ ତାମିଲନାଡୁରେ କୌଣସି ଫିଲ୍ମ ରିଲିଜ ହେବ ନାହିଁ । ଫିଲ୍ମ ପ୍ରଯୋଜକ ସଂଘ ଓ ସିନେମା ମାଲିକ ସଂଘ ଏପରି ନିଷ୍ପତି ନେଇଛନ୍ତି । ରାଜ୍ୟ ସରକାର ଫିଲ୍ମ ଉପରେ…
Read More...

ଘନଉଛି ହିତ୍ରିକ ଏବଂ କଙ୍ଗନାଙ୍କ ବିବାଦ ! ସାମ୍ନାକୁ ଆସିଲା ବଲିଉଡ କୁଇନଙ୍କ ବିରୋଧରେ ୨୯ ପୃଷ୍ଠାର ଅଭିଯୋଗ ପତ୍ର

ବଲିଉଡ ଅଭିନେତା ହିତ୍ରିକ୍ ରୋଶନ୍ ଏବଂ ବଲିଉଡ କୁଇନ୍ କଙ୍ଗନା ରଣାଓ୍ଵତଙ୍କ ମଧ୍ୟରେ ହୋଇଥିବା ବିବାଦ ଏବେ ଏକ ନୂଆ ରୂପ ନେଇଛି । ତେବେ ଏହି ନିକଟରେ କଙ୍ଗନା ତାଙ୍କର ଏକ ଇଣ୍ଟରଭ୍ୟୁ ଜରିଆରେ ଅଭିନେତା ହିତ୍ରିକଙ୍କୁ ସମାଲୋଚନା କରି ଅନେକ କଥା କହିଥିବାବେଳେ, ତାଙ୍କ ଓ ହିତ୍ରିକଙ୍କ ମଧ୍ୟରେ…
Read More...

ଥମିନାହିଁ ବିବାଦ ! କଙ୍ଗନାଙ୍କ ଭଉଣୀ ହ୍ରିତିକଙ୍କୁ କଲେ କଟାକ୍ଷ

କନକ ବ୍ୟୁରୋ : ବଲିଉଡ ଅଭିନେତା ହ୍ରିତକ୍ ରୋଶନ ଓ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମଧ୍ୟରେ ବିବାଦ ଏବେବି ଜୋର ଧରିଛି । ହ୍ରିତିକ୍ କଙ୍ଗନାଙ୍କ ବିରୁଦ୍ଧରେ ପୁଲିସ୍ ରେ ୨୯ ପୃଷ୍ଠାର କେସ୍ ଫାଇଲ୍ କରିବା ପରେ ଏବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ବହୁତ କ୍ରୋଧିତ ହୋଇଛନ୍ତି । ସେ ନଜ ମନର ଏହି…
Read More...

ମହାଭାରତର ଦ୍ରୌପଦୀ ହେବେ ସୋନମ କପୁର !

ବଲିଉଡର ସୁନ୍ଦରୀ ତଥା ଲୋକପ୍ରିୟ ନାୟିକା ସୋନମ କପୁର ପ୍ରଥମ ଥର ପାଇଁ ଏକ ପୌରାଣିକ ଚରିତ୍ରରେ ନଜର ଆସିବେ । ପୂର୍ବରୁ ରୋମାଣ୍ଟିକ ଓ କମେଡି ଫିଲ୍ମରେ ନଜର ଆସିଥିବା ସୋନମ ମହାଭାରତ ଦ୍ରୌପଦୀ ଭୁମିକାରେ ଫିଲ୍ମରେ ନଜର ଆସିବେ । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ସିନେମାଟି ସୋନମ…
Read More...

୬୩ବର୍ଷରେ ସତ୍ୟରାଜ୍ ! ବାହୁବଳୀକୁ ମାରିଥିବା କଟ୍ଟପାଙ୍କ ଆଜି ହେଉଛି ଜନ୍ମଦିନ

କଟ୍ଟପାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । କଟ୍ଟପାଙ୍କ ନାଁ ନେବା ମାତ୍ରେ ଆପେ ଆପେ ଏକ ଚେହେରା ଆଖି ସାମ୍ନାକୁ ଚାଲିଆସେ । କାରଣ ବାହୁବଳୀଙ୍କୁ ମାରି ସିନେ ଦୁନିଆଁରେ ଅମର ହୋଇଯାଇଛନ୍ତି କଟ୍ଟପା । ତେବେ ବାହୁବଳୀଙ୍କୁ ମାରିଥିବା କଟ୍ଟପାଙ୍କର ଆଜି ହେଉଛି ଜନ୍ମଦିନ । ୬୩ବର୍ଷରେ ପାଦ…
Read More...