୧୨ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ପାଇଁ ଆବେଦନ କଲା ଜାଇଡସ୍ କାର୍ଡିଲା : ୨୮ହଜାର ଲୋକଙ୍କ ଉପରେ ସରିଛି ପରୀକ୍ଷଣ; ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ମିଳିଛି ଭଲ ଫଳାଫଳ, ଡିସିଜିଆଇର ଅନୁମତି ପରେ ଖୁବ୍ ଶିଘ୍ର ଆରମ୍ଭ ହେବ ଟିକାକରଣ

9