ଜୁଲାଇ ଗାଇଡ଼ଲାଇନରେ ସେଲୁନ ଖୋଲିବାକୁ ଅନୁମତି ଦେଲେ ସରକାର : ହେଲେ ପାର୍ଲର ଉପରେ ଜାରି ରହିଲା କଟକଣା; କାମଧନ୍ଦା ହରାଇ ଥିବାରୁ ପାର୍ଲର ଖୋଲିବା ଦାବିରେ ଅଲ ଓଡ଼ିଶା ବିୟୁଟି ଆସୋସିଏସନ୍ସ ପକ୍ଷରୁ ଭୁବନେଶ୍ୱରରେ ଧାରଣା

9