ହସ୍ପିଟାଲର ୫ଶହ ମିଟର ଦୂରରେ ପଡି ରହିଛି କରୋନା ଆକ୍ରାନ୍ତଙ୍କ ମୃତ ଦେହ : କେନ୍ଦୁଝର ରାଙ୍କି କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆକ୍ରାନ୍ତ; କେମିତି ଛାଡ଼ିଲେ ହସ୍ପିଟାଲ ଓ କେମିତି ହେଲା ମୃତ୍ୟୁ ଜିଲ୍ଲାପାଳ, ପୁଲିସ କରୁଛନ୍ତି ଅନୁଧ୍ୟାନ

9