୨୪ ଘଂଟାରେ ଦେଶରେ ପୁଣି ୩ଲକ୍ଷ ୪୮ ହଜାର ୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ, ୪ ହଜାର ୨୦୫ମୃତ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ୧୮ଟି ରାଜ୍ୟରେ କମୁଛି ସଂକ୍ରମଣ ହାର; ଓଡ଼ିଶା ସମେତ ୧୬ ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ

11