ଲଗାତର ଦ୍ୱିତୀୟ ଦିନ ପାଇଁ ରାଜ୍ୟରେ ଦୁଇ ହଜାର ତଳେ କରୋନା ସଂକ୍ରମଣ : ୨୪ ଘଂଟାରେ ୧ ହଜାର ୯୪୮ ନୂଆ ଆକ୍ରାନ୍ତ ଚିହ୍ନଟ, ୬୭ ମୃତ୍ୟୁର ହିସାବ ଦେଲେ ସରକାର; ପଜିଟିଭ ହାର ୨ଦଶମିକ ୪୫ ପ୍ରତିଶତ, ସେପଟେ ଦେଶରେ ୪୧ ହଜାର ୩୮୩ ଆକ୍ରାନ୍ତ ଚିହ୍ନଟ, ୫୦୭ ମୃତ

6