ରାଜ୍ୟ ସରକାରଙ୍କ ଓବିସି କାର୍ଡକୁ କେନ୍ଦ୍ରମନ୍ତ୍ରୀଙ୍କ ଜୋରଦାର ସମାଲୋଚନା : ଧର୍ମେନ୍ଦ୍ର କହିଲେ ପଛୁଆ ବର୍ଗଙ୍କୁ ରାଜ୍ୟରେ ମିଳୁନି ୨୭ ପ୍ରତିଶତ ସଂରକ୍ଷଣ,ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଆରମ୍ଭ ହୋଇଛି ଚିହ୍ନଟ ପ୍ରକ୍ରିୟା; ମାସେ, ଦେଢମାସ ପାଇଁ କାହିଁକି ବ୍ୟସ୍ତ ବିବ୍ରତ ହେଉଛି ବିଜେପି

9