ପାକିସ୍ତାନ ସିନ୍ଧ ଆସେମ୍ଲିରେ ହଟ୍ଟଗୋଳ : ଲାତ ଓ ମୁଥ ମାଡରେ ଥରିଲା ବିଧାନସଭା ଅଂଚଳ,ଇମ୍ରାନ ଖାନଙ୍କ ଦଳ ସଦସ୍ୟଙ୍କ ଭିତରେ ମାରପିଟର ଭିଡିଓ ଭାଇରାଲ; ଜୀବନ ବଂଚାଇ ଖସି ପଳାଇଲେ ମହିଳା ସାଂସଦ

6