ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ରାକେଶ : ଏସପି କହିଲେ, ନାକ, ପାଟିକୁ ବନ୍ଦ କରି ହତ୍ୟା କରିଥିଲା ବନ୍ଧୁ ରାକେଶ, ଧାର ଟଙ୍କା ଫେରାଇବା ପାଇଁ ବାରମ୍ବାର କହୁଥିଲେ ଝରାଫୁଲ; ରାସ୍ତାରୁ ହଟାଇ ଦେବାକୁ ଓୟୋ ରୁମକୁ ନେଇ ସଇତାନ ରଚିଥିଲା ଷଡଯନ୍ତ୍ର

8