ଭୁବନେଶ୍ୱରରେ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି । ବାଣୀବିହାରରୁ ମାଷ୍ଟର କ୍ୟାଂଟିନ ଯାଏଁ ୧୨୦ ମିଟର ତ୍ରିରଙ୍ଗା ଧରି ରାଲି କଲେ ଛାତ୍ର ସଂଗଠନ । ସହିଦ ଓଡିଆ ପୁଅ ମନୋଜ ବେହେରାଙ୍କୁ ଝୁରୁଛି ସାରା ଓଡିଶା ।

14