ଲୋକସେବା ଭବନକୁ ଘେରାଉ ପାଇଁ ଯିବା ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ଧସ୍ତାଧସ୍ତି : ଗାନ୍ଧୀ ମାର୍ଗରେ ଠେଲାପେଲା,ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ; ସେପଟେ ରାଜଧାନୀରେ ରାସ୍ତା ଉପରେ ଅଟୋ ଚାଳକଙ୍କୁ ପିଟିଲେ ଆନ୍ଦୋଳନକାରୀ, ବନ୍ଦ ଯୋଗୁଁ ବରମୁଣ୍ଡାରେ ବସଷ୍ଟାଣ୍ଡରେ ଅଟକି ରହିଲେ ଯାତ୍ରୀ

12