ବିଷାକ୍ତ ହେଉଛି ମହାନଦୀ ପାଣି : ପ୍ର୍ରଦୂଷଣ ଅଧିକାରୀ କହିଲେ, ଦୀର୍ଘ ଦିନ ପାଣି ଜମି ରହୁଥିବାରୁ ସୃଷ୍ଟି ହେଉଛି କୋଲିଫର୍ମ ଜୀବାଣୁ; ଚର୍ମରୋଗ, ଜଣ୍ଡିସ୍ ହେବା ସମ୍ଭାବନା, ଚିନ୍ତାରେ ପାଣି ବ୍ୟବହାର କରୁଥିବା ସମ୍ବଲପୁରବାସୀ

9