ସାରା ରାଜ୍ୟରେ ସାର ଅଭାବ, ଚାଷୀ ହେଉଛନ୍ତି ହନ୍ତସନ୍ତ : ନବରଙ୍ଗପୁର ଉମରକୋଟରୁ ଆସିଲା ଅଭାବନୀୟ ଚିତ୍ର; ରାଇଘର ଯାଉଥିବା ବେଳେ ୟୁରିଆ ଟ୍ରକକୁ ଅଟକାଇଲେ ଚାଷୀ, ବସ୍ତା ୩୫୦ ଟଙ୍କା ଦେଲେ, ସାର ଲୁଟିଲେ

6