ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଜାରି : ଦିନ ୧୧ଟା ସୁଦ୍ଧା ପାଖାପାଖି ୩୦ ପ୍ରତିଶତ ମତଦାନ, ଦିନ ବଢିବା ସହ ବଢୁଛି ଭୋଟରଙ୍କ ଭିଡ଼; ପିଙ୍କ ବୁଥରେ ଉତ୍ସାହର ସହ ମତଦାନ କରୁଛନ୍ତି ମହିଳା ଭୋଟର

9