ଦେଶରେ ୨ ଲକ୍ଷ ତଳକୁ ଖସିଲା ଦୈନିକ ଆକ୍ରାନ୍ତ ସଂଖ୍ୟା : ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୯୬ ହଜାର ୪୨୭ ନୂଆ ପଜିଟିଭ୍ ଚିହ୍ନଟ, ୩ହଜାର ୫୧୧ ମୃତ ; ସେପଟେ ରାଜ୍ୟରେ କମୁଛି ସଂକ୍ରମଣ, ବଢ଼ୁଛି ମୃତ୍ୟୁ ; ୨୪ ଘଂଟାରେ ୧୦ ହଜାର ୯୩୯ ଆକ୍ରାନ୍ତ ଚିହ୍ନଟ, ୩୩ ମୃତ

8