ବାତ୍ୟା ୟାସ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ : ଏସଆରସିଙ୍କ ସୂଚନ, ନୀଳଗିରି ଅତିକ୍ରମ କରିବା ପରେ ବର୍ଷା, ପବନ ଜାରି; ୨ଘଂଟା ଭିତରେ ଚାଲିଯାଇପାରେ ମୟୂରଭଞ୍ଜ, ସିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀରେ ଆସିପାରେ ବନ୍ୟା

9