ଟିକା ଅଭାବରୁ ଲାଗିଲା ନୋଟିସ : ବ୍ରହ୍ମପୁର ଗୁଡସ ରୋଡରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ପର୍ଯ୍ୟନ୍ତ ଟିକାଦାନ ବନ୍ଦ ରହିବା ନେଇ ସୂଚନା, ସେପଟେ ରାଜ୍ୟରେ ମାତ୍ର ୨ଦିନ ପାଇଁ ଟିକା ମହଜୁଦ ଅଛି ଟିକା; ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା , ଆଜି ପହଁଚିବ ସାଢେ ୩ ଲକ୍ଷ ଟିକା

10