ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡକଡି ହେଲା କଟକଣା : ଅଧିକ ସଂକ୍ରମିତ ୫ ରାଜ୍ୟରୁ ଆସିଲେ ଦେଖାଇବାକୁ ପଡିବ ଆରଟିପିସିଆର ନେଗେଟିଭ୍ ରିପୋର୍ଟ; ଦୁଇଟି ଡୋଜ୍ ଟିକା ନେଇଥିଲେ ମିଳିବ ପ୍ରବେଶ ଅନୁମତି , କରୋନା ନିୟମ କଡାକଡି ପାଳନ ପାଇଁ ହୋଟେଲ ଗୁଡିକୁ ନିର୍ଦ୍ଦେଶ

8