କୋଭିଡ ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନା : କହିଲେ, ଅନ୍ୟକୁ ଟିକା ଦେବୁ କିନ୍ତୁ ନିଜେ ନେବୁନାହିଁ, କ୍ୟାଡର ପୁର୍ନଗଠନ ଓ ପଦବୀ ପରିବର୍ତନ ଦାବିରେ ଅଡି ବସିଲେ ୧୫ହଜାର ସ୍ୱାସ୍ଥ୍ୟକର୍ମୀ; ୧୬ରୁ ଟିକାକରଣ ବେଳେ କଳା ବ୍ୟାଜ ପିନ୍ଧି କରିବେ କାମ

11