କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର : ପ୍ରଶ୍ନ ଉଠାଇଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର; ସେପଟେ ମହାକାଳପଡ଼ାର ଜମ୍ବୁ ଦୀପ ଦେଇ ମାଛ ଧରା ବୋଟରେ ବାଂଲାଦେଶ ଖସି ଯାଇଥିବା ସନ୍ଦେହ, ହାଇଦର ସଂପର୍କିତ ପ୍ରଶ୍ନକୁ ଏଡାଇଗଲେ ଗୃହରାଷ୍ଟ୍ର ମନ୍ତ୍ରୀ

9