ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଓ କେନ୍ଦ୍ର ମନ୍ତ୍ରୀଙ୍କ ରୋଡ ସୋ ପରେ ପିପିଲିରେ ଜମୁଛି ପ୍ରଚାର : ଶେଷ ମୁହୁର୍ତରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ତିନି ପ୍ରମୁଖ ଦଳର ପ୍ରାଣମୁର୍ଚ୍ଛା ଉଦ୍ୟମ; ରୁଦ୍ରଙ୍କ ପାଇଁ ଅତନୁ ଓ ଉମା ସାମନ୍ତରାୟଙ୍କ ପ୍ରଚାର, ସେପଟେ ଆଶ୍ରିତଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

7