କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ : ଅନୁଗୁଳ ନାଲକୋ ପ୍ଳାଂଟର ଉତ୍ପାଦନ କ୍ଷମତା ବାର୍ଷକ ୧ ମିଲିୟନ ଟନ ବୃଦ୍ଧି କରିବାକୁ ଦାବି; ବର୍ତମାନ କମ୍ପାନୀର ଉତ୍ପାଦନ କ୍ଷମତା ଅଛି ୦.୪୬ ମିଲିୟନ

8