ଐତିହାସିକ ବିଜୟ ପରେ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଆସନ୍ତା ୧୬ରେ ପୁରା ଟିମକୁ ଭୁବନେଶ୍ୱର ଆମନ୍ତ୍ରଣ କଲେ ନବୀନ; ଦୁଇ ଓଡ଼ିଆ ଖେଳାଳିଙ୍କ ପରିବାରକୁ ନବୀନ ନିବାସକୁ ନିମନ୍ତ୍ରଣ

10