ଜଙ୍ଗଲ ଭିତରେ କୁମ୍ବିଂ ବେଳେ କେଉଁ ପରିସ୍ଥିତିର ସମ୍ମୁଖିନ ହୁଅନ୍ତି ଯବାନ : ଭାଇରାଲ ହେଲା ଭରାନଈରେ ଯବାନଙ୍କ ଦୁଃସାହସିକ ଯାତ୍ରା; ଦାନ୍ତୋୱାଡା ଜିଲ୍ଲା କୁମ୍ବିଂ ବେଳେ ନଦୀରେ ମାଡି ଆସିଥିଲା ବନ୍ୟା, ବେକେ ପାଣିରେ ପଶି ନଦୀ ପାର ହୋଇଥିଲେ ମହିଳା ଯବାନ

11