ଏଣିକି ବିଜୁଳୀ ପାଇଁ ଲାଗିବ ପ୍ରି-ପେଡ ସ୍ମାର୍ଟ ମିଟର : ଗ୍ରାହକ ସିମ୍ କାର୍ଡ଼ ଜରିଆରେ ଯେତିକି ପେମେଂଟ କରିବେ ସେତିକି ଜାଳିବେ ବିଜୁଳୀ; ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତି

21