ଭୁବନେଶ୍ୱରକୁ ଫେରିଲା କଂଟେନମେଂଟ ଜୋନ : ଫରେଷ୍ଟ ପାର୍କ ଅଂଚଳରେ ଥିବା ରାଜେନ୍ଦ୍ରବିହାର ଆପାର୍ଟମେଂଟକୁ କଂଟେନମେଂଟ ଜୋନ ଘୋଷଣା କଲା ବିଏମସି; ଆପାର୍ଟମେଂଟର ୧୦ଟି ଫ୍ଲାଟରେ ଅଛନ୍ତି ସଂକ୍ରମିତ ବ୍ୟକ୍ତି, କେହି ବାହାରକୁ ଆସିପାରିବେନି, କାହାକୁ ଭିତରକୁ ଛଡାଯିବନି

14