ଆସନ୍ତା ୬ ତାରିଖରୁ ଆଗ ଧାଡିର କରୋନା ଯୋଦ୍ଧାଙ୍କ ଟିକାକରଣ : ଅଫିସରେ ହେବ ଟିକା ପ୍ରକୋଷ୍ଠ, ପ୍ରଥମ ଦଫାରେ ଗୃହ ଓ ନଗରଉନ୍ନୟନ , ରାଜସ୍ୱ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ ଟିକା; ଏପଟେ ଆସିଲା କୋଭିସିଲଡ ଓ କୋଭାକ୍ସିନର ଅତିରିକ୍ତ ଡୋଜ୍

8