ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା : କରୋନା କଟକଣା ପାଇଁ ବିନା ଭକ୍ତରେ ଚାଲିଛି ଯାତ୍ରା, ସକାଳ ସାଢେ ୭ଟାରୁ ଶ୍ରୀଜିଉଙ୍କ ଜଳଲାଗି ସ୍ନାନନୀତି । ଟିଭି ସିଧାପ୍ରସାରଣ ଜରିଆରେ ଭକ୍ତ ଦେଖିବେ ଦିଅଁଙ୍କ ଲୀଳାଖେଳା

11