କରୋନା ଲଢ଼େଇରେ ଜୁନ ମାସ ବେଶ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟମନ୍ତ୍ରୀ : ସଂକ୍ରମଣ ରୋକିବାକୁ ଦେଲେ ୫ ସୂତ୍ରୀ ମନ୍ତ୍ର । କହିଲେ ମୌସୁମୀ ଆସୁଥିବାରୁ ଥଣ୍ଡା କାଶ ଜ୍ୱର ଆଶଙ୍କା ଅଧିକ । ସାପ୍ତାହିକ ୨ ଦିନିଆ ସଟ୍ ଡାଉନ୍ କମାଇବ ସଂକ୍ରମଣ

11