ଆଜି ବି ବଂଚିଛି ଗୁରୁ-ଶିଷ୍ୟର ନିଆରା ପରମ୍ପରା : ନବରଙ୍ଗପୁର ଅଲେଖ ମହିମା ମଠଗୁରୁଙ୍କୁ ଦୁଇଜଣ ଶିଷ୍ୟ କାନ୍ଧରେ ବୋହି ଯୋରନ୍ଦାରୁ ନେଉଛନ୍ତି ନବରଙ୍ଗପୁର । ୩୦ ଦିନରେ ଅତିକ୍ରମ କରିବେ ପାଖାପଖି ୫ ଶହ କିଲୋମିଟର

41