ଆଜିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ : ଟିକା ଅଭାବରୁ କେବଳ ୬ଟି ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ନେଇ ସୂଚନା, କେନ୍ଦ୍ର କହିଲା ଟିକା ଦେବା କ୍ଷମତା ଅନୁସାରେ କରାଯାଉଛି ବଂଟନ; ଏପଟେ ଆଇଏସବିର ରିପୋର୍ଟ ଦେଶରେ ଜୁଲାଇ ଯାଏଁ ରହିବ ଟିକା ଅଭାବ ସମସ୍ୟା

14