ଆଚରଣବିଧିର ଖୋଲା ଉଲ୍ଲଂଘନ, ସରକାରୀ କଲେଜରେ ନିର୍ବାଚନୀ ସଭା : ଆଶାୟୀ ପ୍ରାଥୀଙ୍କ ପାଇଁ ଭୋଟ ମାଗିଲେ ପ୍ରିନ୍ସିପାଲ, ଏସଡିପିଓ; ସୋସିଆଲ ମିଡିଆରେ ଭାଇରାଲ ହେଉଛି କେନ୍ଦ୍ରାପଡ଼ା ମାର୍ଶାଘାଇର ଦୃଶ୍ୟ

12