ଅନାଥ କରିଦେଲା କରୋନା : ବର୍ତମାନ ସୁଧା ୧ଲକ୍ଷ ୪୭ ହଜାରରୁ ଅଧିକ ପିଲା ବାପା, ମାଆଙ୍କୁ ହରାଇଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଏନସିପିସିଆର; ଓଡ଼ିଶାରେ ଅଛନ୍ତି ସର୍ବାଧିକ, ୨୪ ହଜାର ୪୦୫ଜଣ କରୋନା କାଳରେ ବାପା, ମାଆ କିମ୍ବା ଉଭୟଙ୍କୁ ହରାଇଛନ୍ତି

17