ଅପୂଜା ଓ ଉପାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ : ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ପଇତା ଲାଗି ନୀତିକୁ ନେଇ ବିବାଦ; ଗତକାଲି ସଂଧ୍ୟା ଧୂପ ପର ଠାରୁ ବନ୍ଦ ରହିଛି ନୀତିକାନ୍ତି, ମନ୍ଦିର ପ୍ରଶାସନ ଓ ଦେବୋତର କମିଶନଙ୍କୁ ଦାୟୀ କଲେ ସେବାୟତ

18