Daily Archives

July 31, 2023

ନକଲି ଚାଷୀ ହୋଇ ପୁରସ୍କାର ନେଇଗଲେ, ଅସଲ ପରିଚୟ ଜଣାପଡିବା ପରେ କ୍ଷମା ମାଗି ପୁରସ୍କାର ଫେରାଇଲେ । ଭାରି ମଜାଦାର ଏହି…

କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ଲକ୍ଷେ୍ନøରେ ଆୟୋଜିତ ହୋଇଥିଲା ଆମ୍ବଚାଷୀଙ୍କ ପ୍ରଦର୍ଶନୀ । ଏଥିରେ ଭାଗ ନେଇଥିଲେ ରାଜ୍ୟର ସବୁ ଜିଲ୍ଲାର ଆମ୍ବ ଚାଷୀ । ବିଭିନ୍ନ କିସମର ଆମ୍ବ ଆଣି ମୁଖ୍ୟ ଅଡିଟୋରିୟମରେ ସଜା ହେଲା । ସେଗୁଡିକର ନାଁ ଆଉ ଦରଦାମ ବି ଲେଖାଗଲା । ହେଲେ ଶେଷରେ କୌଣସି ଚାଷୀଙ୍କୁ…

ହାଇକୋର୍ଟରେ ଏଏସଓ ପରୀକ୍ଷା ମାମଲାରେ ଶୁଣାଣି : ମେଧା ତାଲିକାରେ ସ୍ଥାନ ପାଇଥିବା ଆଶାୟୀଙ୍କୁ ଝଟକା

କନକ ବ୍ୟୁରୋ : କନକ ବ୍ୟୁରୋ : ହାଇକୋର୍ଟରେ ଏଏସଓ ମାମଲାର ଶୁଣାଣି ହୋଇଛି । ଉଚ୍ଚନ୍ୟାୟାଳୟ ପୂର୍ବ ରାୟକୁ କାଏମ ରଖି ରିଟ୍ ପିଟିସନ ଓ ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି । ଫଳରେ ଓପିସିଏସସି ପକ୍ଷରୁ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଚାକିରୀ ଆଶାୟୀଙ୍କୁ ଶକ୍ତ ଝଟକା ଲାଗିଛି ।…

ନିର୍ମାଣାଧୀନ କଲଭର୍ଟ ଭୁଶୁଡି ୫ଜଣଙ୍କ ମୃତ୍ୟୁ : ଅନେକ ଚାପି ହୋଇ ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ : କଲଭର୍ଟ ଭୁଶୁଡି ୫ ମୃତ । ରାୟଗଡା କଲ୍ୟାଣସିଂହପୁର ଉପରସଜା ନିକଟରେ ଥିବା କଲଭର୍ଟ ଭୁଶୁଡି ପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି । କଲର୍ଭଟ ପାଖରେ ଥିବା ପାଣିରେ କିଛି ବ୍ୟକ୍ତି ଗାଧୋଉ ଥିବା ବେଳେ ଏହି ଅଘଟଣ ଘଟିଛି । ଭୁଶୁଡି ଯାଇଥିବା କଲର୍ଭଟ ତଳେ ଚାପି ହୋଇ…

ଗୁପ୍ତଧନ ପାଇଁ ନାବାଳକକୁ ବଳି ମାମଲା : ଅଧିଆ ପଡ଼ିଥିବା ମଙ୍ଗଳା କୋଠିରେ ନାଲି ପତାକା ଲଗାଇଲା ପ୍ରଶାସନ

କନକ ବ୍ୟୁରୋ : ଅନୁଗୁଳରେ ଗୁପ୍ତଧନ ଲୋଭରେ ନାବାଳକୁ ବଳି ଦେବା ମାମଲା । ଆଜି ପ୍ରଶାସନ ପ କ୍ଷରୁ ମଙ୍ଗଳା କୋଠିରେ ନାଲି ପତାକା ଲଗାଇ ସିଲ କରିଛି ସ୍ଥାନୀୟ ପ୍ରଶାସନ । ମୃତ ନାବଳକ ନିଜ ମାଆ ସହ ଆରୋଗ୍ୟ କାମନା କରି ଯେଉଁ ମଙ୍ଗଳା କୋଠୀରେ ଅଧିଆ ପଡିଥିଲେ । ସେହି ମଙ୍ଗଳା କୋଠୀ ଓ ମୁଖ୍ୟ…

ଡେଙ୍ଗୁରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ : ୭ଦିନ ତଳେ ନବଜାତ ଶିଶୁକୁ ଦେଇଥିଲେ ଜନ୍ମ

କନକ ବ୍ୟୁରୋ : ଡେଙ୍ଗୁରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ । ଏ ନେଇ କ୍ୟାପିଟାବ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ମୃତକ ଜଣକ ହେଲେ କେନ୍ଦ୍ରାପଡା ରାଜକନିକା ଅଞ୍ଚଳର । ୭ଦିନ ତଳେ ସେ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ନବଜାତ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି ।

ମଣିପୁର ସ୍ଥିତି ଗମ୍ଭୀର : ଆଇନଶୃଙ୍ଖଳା ଭୁଶୁଡି ପଡିଛି କହିଲେ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ

କନକ ବ୍ୟୁରୋ : ମଣିପୁର ସ୍ଥିତି ଗମ୍ଭୀର । ବିରୋଧୀ ସାଂସଦ ଦୁଇ ଦିନିଆ ଗସ୍ତ ସାରି ଫେରିବା ପରେ ଏଭଳି କହିଛନ୍ତି । ଆଜି ଏ ପ୍ରସଙ୍ଗରେ ବିରୋଧୀ ଇଣ୍ଡିଆ ମେଣ୍ଟର ସାଂସଦ ଏକ ବୈଠକ କରି ଆଲୋଚନା କରିଛନ୍ତି । ଶନିବାର ଓ ରବିବାର ଦୁଇ ଦିନ ମଣିପୁର ଗସ୍ତ କରିଥିଲେ ବିରୋଧୀ ଦଳର ୨୧ ସାଂସଦ । ପୋଲିସ…