Daily Archives

July 17, 2023

ବଢୁଛି ହୀରାକୁଦର ଜଳସ୍ତର : ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦,୧୨୧ କ୍ୟୁସେକ ଜଳ

କନକ ବ୍ୟୁରୋ : ବଢୁଛି ହୀରାକୁଦର ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୭ ଦଶମିକ ଶୂନ ଆଠ ଫୁଟ ଥିଲା । ଏବେ ପ୍ରତି ସେକେଣ୍ଡରେ ୯୦ ହଜାର ୧୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩୯ ହଜାର ୮୭…

ୟୁନିଟ୍‌-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ : ତାଲା ପକାଇ ଧାରଣାରେ ବସିଥିବା ଛାତ୍ରୀଙ୍କ ଭିତରୁ ୫ ଅସୁସ୍ଥ

କନକ ବ୍ୟୁରୋ : ୟୁନିଟ୍ – ୯ ବାଳିକା ହାଇସ୍କୁଲ ଆଗରେ ଚାଲିଥିବା ଧାରଣା ସମୟରେ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଲେ। ଜଣଙ୍କ ପରେ ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଘଟଣା ସ୍ଥଳରୁ ଆମ୍ବୁଲାନ୍ସରେ ମେଡ଼ିକାଲ ନିଆଯାଇଛି । ୫ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି…

ଗିରଫ ହୋଇପାରନ୍ତି ସୀମା ହାଇଦର । ATSର ତନାଘନା ଯାଞ୍ଚ

କନକ ବ୍ୟୁରୋ: ଗିରଫ ହୋଇପାରନ୍ତି ପାକିସ୍ତାନରୁ ନିଜ ପ୍ରେମ ପାଇଁ ଭାରତ ଆସିଥିବା ସୀମା ହାଇଦର । କାରଣ ତାଙ୍କ ଉପରେ ତନାଘନା ଯାଞ୍ଚ ଆରମ୍ଭ କରିଛି ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଜିମ୍ ସ୍କ୍ୱାଡ୍ (ଏଟିଏସ୍) । ସୀମାଙ୍କ ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ନୋଏଡା ଓ ଗାଜିଆବାଦ…

ୟୁନିଟ୍‌-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରସଙ୍ଗ : ଗେଟରେ ତାଲା ପକାଇ ଧାରଣାରେ ହାଇସ୍କୁଲ ଛାତ୍ରୀ ଓ ଅଭିଭାବକ

କନକ ବ୍ୟୁରୋ : ୟୁନିଟ୍‌-୯ ବାଳିକା ହାଇସ୍କୁଲ ମିଶ୍ରଣ ପ୍ରତିବାଦରେ ଧାରଣା । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରୀ ଓ ଅଭିଭାବକ । ୟୁନିଟ୍ – ୯ ବାଳିକା ହାଇସ୍କୁଲକୁ ସବୁ ଦିନ ଲାଗି ତାଲା ପକାଇବାକୁ ସରକାରଙ୍କ ନିଷ୍ପତ୍ତି ପରେ…

ବୈଠକ କରି ଏକତା ଦେଖାଇବେ ବିରୋଧୀ, ଆଜି ସାମିଲ ହେବେନି ଶରଦ ପାୱାର । ଜାଣନ୍ତୁ ଏହା ପଛର କାରଣ କଣ?

କନକ ବ୍ୟୁରୋ : ଦେଶର କିଛି ବିରୋଧୀ ଦଳର ଶୀର୍ଷ ନେତୃତ୍ୱ ଆଜି ବାଙ୍ଗାଲୋରରେ ଦୁଇ ଦିବସୀୟ ଏକତା ବୈଠକରେ ଯୋଗ ଦେବେ । କିନ୍ତୁ ଏହି ବୈଠକରେ ଶରଦ ପାୱାର ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଛି । ଏନେଇ ଦଳର ମୁଖପାତ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏନସିପି ମୁଖପାତ୍ର ମହେଶ ଭାରତ…

ବିବାଦରେ ରାଜ୍ୟ ସରକାର : ସରକାରୀ ଫଳକରେ ମନୋଜ ଦାସ ଜଣେ କବି, ବ୍ୟାନରରେ ଫଟୋଟିଏ ବି ନାହିଁ

କନକ ବ୍ୟୁରୋ : ମନୋଜ ଦାସଙ୍କୁ ନେଇ ବିବାଦରେ ରାଜ୍ୟ ସରକାର । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଥାକାର, ବିଶିଷ୍ଟ ଔପନ୍ୟାସିକ, ପ୍ରାବନ୍ଧିକ ପଦ୍ମ ବିଭୂଷଣ ମନୋଜ ଦାସଙ୍କୁ କିଏ ବା ନଜାଣେ । ତାଙ୍କ ଜନ୍ମମାଟି ବାଲେଶ୍ୱର ଭୋଗରାଇ ବ୍ଲକ ଶଙ୍ଖାରୀ ଗାଁରେ ରାଜ୍ୟ ସରକାର ମନୋଜ ମନ୍ମଥ ସ୍ମାରକୀ…