Daily Archives

June 12, 2023

ବାହାନଗାରେ ଏକାଦଶାହ ପାଳିଲେ ସ୍ଥାନୀୟ ଲୋକ । ମୃତକଙ୍କ ଆତ୍ମାର ସଦଗତି ପାଇଁ କଲେ ପ୍ରାର୍ଥନା

କନକ ବ୍ୟୁରୋ: କରମଣ୍ଡଳ ଦୁର୍ଘଟଣା ସମୟରେ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯେମିତି ଉଦ୍ଧାର କାମ ଆରମ୍ଭ କରିଦେଇଥିଲେ ସ୍ଥାନୀୟ ଲୋକେ । ଆଜି ସେମିତି ୧୧ଦିନରେ ମୃତକଙ୍କ ଆତ୍ମାର ସଦଗତି ପାଇଁ କର୍ମ କରିଛନ୍ତି । ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପୂଜାପାଠ ମଧ୍ୟ କରାଯାଇଛି । ତେବେ ମୃତକଙ୍କ…

ଅତ୍ୟଧିକ ଋଣ ଦେଶର ଅର୍ଥନୀତି ପାଇଁ ଆଣିପାରେ ସମସ୍ୟା: ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସି ମୁଡିସ୍ କହିଲା ଆବଶ୍ୟକଠୁ ଅଧିକ…

କନକ ବ୍ୟୁରୋ: ଭାରତର ଅର୍ଥନୀତି ପାଇଁ ଘାତକ ସାଜିପାରେ ଦେଶର ଋଣ ଭାର । ଏନେଇ ସତର୍କ କରିଛି ବିଶ୍ୱସ୍ତରୀୟ ଅର୍ଥନୈତିକ ସର୍ଭେ ସଂସ୍ଥା ମୁଡିସ୍ । ଅନ୍ୟ ଦେଶ ତୁଳନାରେ ଭାରତ ଆବଶ୍ୟକଠୁ ଅଧିକ ଋଣ ନେଇଥିବାରୁ ଆଗାମୀ ଦିନରେ ଦେଶର ଅର୍ଥନୀତି ଉପରେ ବଡ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ…

ମୃତଦେହ ପରିଚାଳନା ନେଇ ମତ ରଖିଲେ ଏମ୍ସ କର୍ତୃପକ୍ଷ । କହିଲେ, ଏବେ ଜାରି ରହିଛିି ଚିହ୍ନଟ ପ୍ରକ୍ରିୟା । ଡାକ୍ତରୀ…

କନକ ବ୍ୟୁରୋ: ଦୁର୍ଘଟଣାର ୧୧ ଦିନ ପରେ ବି ୮୧ ଜଣ ମୃତକଙ୍କ ପରିଚୟ ମିଳିପାରିନି । ଗୋଟିଏ ପଟେ ମୃତକଙ୍କ ସମ୍ପର୍କୀୟ ମୃତଦେହ ନେବାକୁ ଅପେକ୍ଷା କରି ବସିଛନ୍ତି, ହେଲେ, ଡିଏନଏ ରିପୋର୍ଟ ଆସିବା ବିଳମ୍ବ ହେଉଥିବାରୁ ମୃତକଙ୍କ ପରିଚୟ ମିଳିପାରୁନି । ଶବ ଖୋଜୁଛି ପରିଚୟ ଚିହ୍ନିବାକୁ…

ଟ୍ରମ୍ପଙ୍କ ଶୈାଚାଳୟରୁ ଦସ୍ତାବିଜ ମିଳିବା ମାମଲା: ମଙ୍ଗଳବାର କୋର୍ଟରେ ହାଜର ହେବେ ଟ୍ରମ୍ପ, ଏକଜୁଟ ହୋଇପାରନ୍ତି…

କନକ ବ୍ୟୁରୋ: ବିବାଦ ଓ ଟ୍ରମ୍ପ । ପିଛା ଛାଡ଼ୁନି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କ ବିବାଦ । ତେବେ ନିକଟରେ ଗୁପ୍ତ କାଗଜପତ୍ର ହେରଫେର ମାମଲାରେ ଟ୍ରମ୍ପ ଫସିଛନ୍ତି । ଦେଶର ସୁରକ୍ଷା ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଓ ଗୁପ୍ତ କାଗଜକୁ ସେ ନିଜ ବ୍ୟକ୍ତିଗତ ଘରେ ଲୁଚାଇ…

ବଳ ଗୋଟାଉଛି ବାତ୍ୟା ‘ବିପର୍ଯ୍ୟୟ’: ୫ରାଜ୍ୟ ପାଇଁ ସତର୍କ ସୂଚନା ଜାରି, ଗୁଜରାଟ ପାଇଁ ରେଡ଼୍ ୱାର୍ଣ୍ଣିଂ

କନକ ବ୍ୟୁରୋ: ବାତ୍ୟା ବିପର୍ଯ୍ୟୟକୁ ନେଇ ଜରୁରୀ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଅଛନ୍ତି । ଆରବ ସାଗରରେ ସୃଷ୍ଟି ଅତ୍ୟନ୍ତ ଭିଷଣ ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି ।…

ଶକ୍ତିମନ୍ତ୍ରୀଙ୍କ ସଭାରେ କଟିଗଲା ବିଜୁଳି । ଜେନେରେଟର କାହିଁ ବୋଲି ପଚାରିଲେ ମନ୍ତ୍ରୀ । ବିଦ୍ୟୁତ୍ କାଟ ବିରୋଧରେ…

କନକ ବ୍ୟୁରୋ: ରାଜ୍ୟରେ ପାୱାରକଟ୍ ହେଉଥିବା କଥାକୁ ମାନୁ ନଥିବା, ଶକ୍ତି ମନ୍ତ୍ରୀଙ୍କ ସଭାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବାହାନଗାରେ ଯେତେବେଳେ ମନ୍ତ୍ରୀ ମଞ୍ଚରେ ବସିଥିଲେ, ସେତେବେଳେ କଟି ଯାଇଥିଲା ବିଜୁଳି । ଆଉ ଏହି ସମୟରେ ଜେନେରେଟର ଖୋଜିଥିଲେ ମନ୍ତ୍ରୀ । ମନ୍ତ୍ରୀଙ୍କ ଏଭଳି…