Daily Archives

June 6, 2023

ଋଷ କଲା ପ୍ରଳୟଙ୍କରୀ ଆକ୍ରମଣ। ୟୁକ୍ରେନରେ ହେବ ଜଳପ୍ରଳୟ!

କନକ ବ୍ୟୁରୋ:  ପ୍ରଖର ସ୍ରୋତରେ ବୋହୁଛି ପାଣି । ମାନୁନି ବାଡ଼ବନ୍ଧ । ୟୁକ୍ରେନର ଖାରସେନ ସହର ଆଡକୁ ମାଡିଚାଲିଛି ଡ୍ୟାମର ପାଣି । ୟୁକ୍ରେନର ସବୁଠୁ ବଡ ଡ୍ୟାମ୍ ନୋବା କଖୋବ୍କା । ଯାହାକୁ ଏବେ ମିସାଇଲ ମାଡ଼ କରି ଧ୍ୱଂସ କରିଛି ରୁଷ ସେନା । ୟୁକ୍ରେନର ଦକ୍ଷିଣରେ ଥିବା ଏହି ଡ୍ୟାମ୍ ଦେଶର…

ଅଣାୟତ୍ତ ହେଉଛି ମଣିପୁର ସ୍ଥିତି, ଉପଦବ୍ରୀଙ୍କ ଉତ୍ପାତରେ ଜଳୁଛି ରାଜ୍ୟ

କନକ ବ୍ୟୁରୋ: ଦିନକୁ ଦିନ ସଂଗୀନ ହେଉଛି ପୂର୍ବୋତ୍ତର ରାଜ୍ୟ ମଣିପୁର । ବିଭିନ୍ନ ଚେଷ୍ଟା ସତ୍ୱେ ଏଠାରେ ଥମୁନି ହିଂସା । ଜୁନ ୪ତାରିଖରୁ ପୁଣି ହିଂସା ଆରମ୍ଭ ହେବା ସହ ବିଗିଡିଛି ରାଜ୍ୟର ସ୍ଥିତି । ସୁରକ୍ଷାକର୍ମ ଓ ଉପଦ୍ରବୀଙ୍କ ମଧ୍ୟରେ ବିଭିନ୍ନ ସ୍ଥାନରେ ଗୁଳିମାଡ ଘଟଣା ସାମ୍ନାକୁ ଆସୁଛି…

ରେଳ ଦୁର୍ଘଟଣାକୁ ନେଇ ମୁହାଁମୁହିଁ ବିଜେପି-ଟିଏମସି। ଦୁର୍ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ଅଭିଯୋଗ

କନକ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାର ସିବିଆଇ ତଦନ୍ତକୁ ନେଇ ମୁହିାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି । ତିନି ଟ୍ରେନ ଦୂର୍ଘଟଣାରେ ସିବିଆଇ ତଦନ୍ତ ଦ୍ୱାରା କୌଣସି ଲାଭ ମିଳିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିବା ପରେ ଏହାର ଜବାବ ଦେଇଛି ବିଜେପି । କରମଣ୍ଡଳ…

ରେଳ ସୁରକ୍ଷା ନେଇ ବଡ଼ ପଦକ୍ଷେପ। ସୁରକ୍ଷିତ ହେବ ସିଗନାଲିଂ ସିଷ୍ଟମ କ୍ୟାବିନ୍

କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୮ ଜଣଙ୍କ ମୃତ୍ୟୁ ହେବା ପରେ ରେଳ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତିି କେନ୍ଦ୍ର ସରକାର । ସିଗନାଲିଂ ସିଷ୍ଟମ ଫେଲ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । କିନ୍ତୁ କେଉଁ ପରିସ୍ଥିତିରେ କାହା ଭୁଲ ଯୋଗୁ ସିଗନାଲ…

ଦୁର୍ଘଟଣାଗ୍ରସ୍ତ ଟ୍ରେନର ବଗି ଭିତରୁ ମୃତକ ଓ ଆହତଙ୍କୁ ଠାବ କରୁଛି ଡଗ ସ୍କ୍ୱାର୍ଡ, ନେତୃତ୍ୱ ନେଉଛି ଏନଡିଆରଏଫ୍ ଟିମ୍

କନକ ବ୍ୟୁରୋ : ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ବଗି ଗୁଡିକରୁ ମୃତ ଓ ଆହତଙ୍କୁ ଠାବ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏନଡିଆରଏଫର ଏହି ଡଗ୍ ସ୍ୱାର୍ଡ । ଯେଉଁସବୁ ବଗି ଭିତରେ, ଉଦ୍ଧାରକାରୀ ଦଳ ପଶିବା କଷ୍ଟକର ହୋଇଥିଲା, ସେଠି କେହି ଯାତ୍ରୀ ଫସି ରହିଛନ୍ତି କି ନାହିଁ, ଠାବ କରିବାରେ…

ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ । ଭୟରେ ଓହ୍ଲାଇପଡିଲେ ଯାତ୍ରୀ

କନକ ବ୍ୟୁରୋ : ବାହାନାଗା ଟ୍ରେନ ଟ୍ରାଜେଡିର ଲୋମହର୍ଷଣକାରୀ ଦୃଶ୍ୟ ମନରୁ ନ ଲିଭୁଣୁ ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସରେ ଧୂଆଁ ବାହାରିଛି । ବ୍ରହ୍ମପୁର ଷ୍ଟେସନରେ ଟ୍ରେନ ଅଟକିଥିବାବେଳେ ଏସି ବଗିରୁ ହଠାତ୍ କିଛି ଗନ୍ଧ ବାହାରୁଥିବା ଦେଖିବାକୁ ମିଳିଥିଲା । ଫଳରେ ଯାତ୍ରୀମାନେ ଭୟଭୀତ…