Daily Archives

February 28, 2023

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଝଟକା, ଆବେଦନ ଉପରେ ଶୁଣାଣୀ କରି ହାଇକୋର୍ଟ ଯିବାକୁ କହିଲେ…

କନକ ବ୍ୟୁରୋ : ଦୁର୍ନୀତି ମାମଲାରେ ପୂର୍ବରୁ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଥିବା ବେଳେ ଏବେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ଏଥିସହ ଦୁଇ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ଯାହାକି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଅଡୁଆରେ ପକାଇଛି । ଦିଲ୍ଲୀ ସରକାରରେ ମୋଟ୍ ୬ ଜଣ…

ଯୁବପିଢ଼ୀ ନିକଟରେ ବଢ଼ୁଛି ହୃଦଘାତ ସମସ୍ୟା, ଖେଳୁ ଖେଳୁ ଚାଲିଯାଉଛି ଜୀବନ

କନକ ବ୍ୟୁରୋ : ବିବାହ ଉତ୍ସବ ଚାଲିଥିବ, ସବୁ ନାଚ ଗୀତ ଝୁମୁଥିବେ, ପରିବାରରେ ଖୁସିର ମାହୋଲ ଜମିଥିବ, ଆଉ ଏତିକିବେଳେ ସେଠାରେ ହଠାତ୍ ହୃତଘାତରେ ଜଣଙ୍କ ଜୀବନ ଚାଲିଯିବ । ଏ କୌଣସି କାହାଣୀ ନୁହେଁ । ହାଇଦ୍ରାବାଦର କଳାପଥରେ ଘଟିଥିବା ଏକ ସତ ଘଟଣା । ଏଠାରେ ବାହାଘର ପାଇଁ ଚାଲିଥିଲା ହଳଦୀ…

ଉତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରୁ ଆସିଲା ବୁଥ ବାହୁଡା ମତ, ଜାଣନ୍ତୁ କେଉଁଠି କିଏ ଗଢିପାରେ ସରକାର…

କନକ ବ୍ୟୁରୋ : ଉତର-ପୂର୍ବର ୩ଟି ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନ ସରିଛି । ଜନତା କାହା ହାତକୁ ରାଜ୍ୟର ଶାସନ କ୍ଷମତା ଦେବେ ସେ ନିଷ୍ପତି ନେଇସାରିଛନ୍ତି । ତ୍ରିପୁରା. ମେଘାଳୟ, ନାଗାଲାଣ୍ଡରେ ଭୋଟ ପଡିବା ପରେ ଏବେ ଅପେକ୍ଷା ମାର୍ଚ୍ଚ ୨କୁ । କାରଣ ଏହି ଦିନ…

ନବ ଦାସ ହତ୍ୟାକାଣ୍ଡକୁ ମାସେ ପୂରିଲା: ଏବେ ବି ରହସ୍ୟ ଘେରରେ ହତ୍ୟାର କାରଣ

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ଏହାରି ଭିତରେ ୩୦ ଦିନ ପୂରିଛି । ଏହି ମାମଲାରେ ଅଭିଯୁକ୍ତ ଗୋପାଳକୁ ପୋଲିସ ଗିରଫ କରିଛି । ମାମଲାର ତଦନ୍ତ କ୍ରାଇମବ୍ରାଂଚ କରୁଥିବାବେଳେ ଅସମାହିତ ପ୍ରଶ୍ନ ଗୋପାଳ କାହିଁକି ନବ ଦାସଙ୍କୁ ହତ୍ୟା କଲା? ସେନେଇ କିଛି ସ୍ପଷ୍ଟ କରିନାହିଁ । ଏହା…

ରାଜଧାନୀର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର: ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ

କନକ ବ୍ୟୁରୋ: ବିକ୍ଷୋଭକାରୀଙ୍କ ପାଣି ପାଉଚ, ଅଣ୍ଡା ଓ ପଥର ମାଡ, ଆଉ ବିକ୍ଷୋଭକାରୀଙ୍କ ଉପରେ ପୁଲିସର ଲାଠିଚାଳନା । ଚାହୁଁ ଚାହୁଁ ରଣକ୍ଷେତ୍ରରେ ପରିଣତ ହୋଇଥିଲା ଭୁବନେଶ୍ୱର ଲୋୟର ପିଏମଜି ଅଂଚଳ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ପ୍ରତିବାଦ ଓ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ…

ବିବାହ ପରେ ଛୁ’ ହେଲା କନ୍ୟା । ବାନ୍ତି ମାଡୁଛି କହି, ଗାଡିରୁ ଓହ୍ଲାଇ ପ୍ରେମିକ ସହ ବାଇକରେ ଫେରାର୍ ।

କନକ ବ୍ୟୁରୋ: ବିବାହ ସରିଲା, କନ୍ୟାଘରୁ ବିଦାୟ ନେଇ ବର ଯାତ୍ରୀ ବାହାରିଲେ । ଅଧବାଟରେ ନବବଧୁ ବାନ୍ତି ଲାଗୁଛି କହି ଗାଁ ମୁଣ୍ଡରେ ଗାଡିରୁ ଓହ୍ଲାଇଥିଲା । ରାସ୍ତାକଡକୁ ବାନ୍ତି କରିବାକୁ ଯାଇ ନବବଧୂ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରେମିକ ସହ ବାଇକରେ ଚମ୍ପଟ ମାରିଛି । ଝାରସୁଗୁଡା ଜିଲ୍ଲା…