Daily Archives

February 6, 2023

କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ? କ୍ରାଇମବ୍ରାଞ୍ଚକୁ କ’ଣ କହିଲା ଅଭିଯୁକ୍ତ?

କନକ ବ୍ୟୁରୋ: କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ? ଏହି ରହସ୍ୟ ଏବେ ବି ଭେଦିବାରେ ସକ୍ଷମ ହୋଇ ପାରିନି କ୍ରାଇମବ୍ରାଞ୍ଚ ଟିମ୍ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିବା କଥା ଗୋପାଳ ସ୍ୱୀକାର କରିଥିଲେ ବି କାହିଁକି ମାରିଲେ ସେ କଥା ସ୍ପଷ୍ଟ କରୁନାହାଁନ୍ତି । କିନ୍ତୁ କ୍ରାଇମବ୍ରାଞ୍ଚ…

ବଡମ୍ବା ରେଞ୍ଜର ହାତୀ ହତ୍ୟା ଅଭିଯୁକ୍ତକୁ ପିଟିପିଟି ମାରି ଦେଇଥିବା ଅଭିଯୋଗ । ପ୍ରତିବାଦରେ ରାସ୍ତାରୋକ , ଭଙ୍ଗାରୁଜା…

କନକ ବ୍ୟୁରୋ: ମୃତକଙ୍କ ଶବକୁ ରାସ୍ତା ଉପରେ ରଖି ପ୍ରତିବାଦ କରିଛନ୍ତି ମୃତକଙ୍କ ପରିବାର ଓ ଗ୍ରାମବାସୀ । ଆଠଗଡ ବାରସିଂ ଛକର ବଡମ୍ବାରେ ହାତୀ ଶିକାର କରିବା ଅଭିଯୋଗରେ ଉଠାଇ ନେଇଥିବା ବ୍ୟକ୍ତିଙ୍କୁ ମାରି ଦେଇଥିବା କହିବା ସହ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । କେବଳ…

ଟ୍ୱିଟର, ଆମାଜନ, ମାଇକ୍ରୋସଫ୍ଟ ପରେ ଛଟେଇ କରିବ ଡେଲ। ୬ ହଜାର ୬୫୦ କର୍ମଚାରୀଙ୍କୁ ଛଟେଇ କରିବ ଲାପଟପ୍ କମ୍ପାନୀ।

କନକ ବ୍ୟୁରୋ: ଟ୍ୱିଟର, ଆମାଜନ, ମାଇକ୍ରୋସଫ୍ଟ ଭଳି ବଡ ବଡ କମ୍ପାନୀ ପରେ ଏବେ ଛଟେଇ କରିବ ଲାପଟପ କମ୍ପାନୀ ଡେଲ । ଡେଲ ଟେକ୍ନୋଲୋଜି କମ୍ପାନୀ ପ୍ରାୟ ୬ ହଜାର ୬୫୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୋମବାର ରିପୋର୍ଟ ପ୍ରକାଶ କରିଛି ବ୍ଲୁମବର୍ଗ । ଡେଲ କମ୍ପାନୀର ଲାପଟପର ଚାହିଦା କମୁଥିବାରୁ…

ଆଦାନୀ ସାମ୍ରାଜ୍ୟର ଅଧୋଗତି ପରେ ଘେରିଲେ ବିରୋଧୀ । ଦେଶବ୍ୟାପୀ ଷ୍ଟେଟବ୍ୟାଙ୍କ ଓ ଏଲଆଇସି କାର୍ଯ୍ୟାଳୟ ଆଗରେ କଂଗ୍ରେସର…

କନକ ବ୍ୟୁରୋ: ଆଦାନୀ ଗ୍ରୁପ୍ ମାମଲାରେ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ । ଦେଶବ୍ୟାପୀ ରାଜରାସ୍ତାରେ ଓହ୍ଲାଇ ଜୋରଦାର ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର କ୍ରମାଗତ ଭାବେ ହ୍ରାସ ପାଉଛି । ଏହାର ନିରପେକ୍ଷ…

ଜଳୁଛି ଚିଲ୍ଲି ଜଙ୍ଗଲ, ବର୍ତ୍ତମାନ ସୁଦ୍ଧା ୨୪ରୁ ଅଧିକଙ୍କ ମୃତ୍ୟୁ ।

କନକ ବ୍ୟୁରୋ: ଚିଲ୍ଲି ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ହଜାର ହଜାର ଏକରର ଜଙ୍ଗଲ । ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଛନ୍ତି । ଜଳବାୟୁ ପରିବର୍ତନ ଏବଂ ପ୍ରଚଣ୍ଡ ଖରା ଯୋଗୁ ଜଙ୍ଗଲରେ ନିଆଁ ଲାଗିଥିବା କୁହାଯାଉଛି । ହଜାରରୁ ଅଧିକ ଲୋକଙ୍କୁ…

ତୁର୍କୀ ଭୂକମ୍ପ: ସହଯୋଗର ହାତ ବଢାଇଲା ଭାରତ ।

କନକ ବ୍ୟୁରୋ: ତୁର୍କୀରେ ପ୍ରାକୃତିକ ବିପର୍ଯ୍ୟୟ ପରେ ସହାୟତାର ହାତ ବଢ଼ାଇଛି ଭାରତ । ତୁର୍କୀକୁ ଭାରତ ରିଲିଫ ସାମଗ୍ରୀ ସହ ୧୦୦ ସୁରକ୍ଷାକର୍ମୀ ବିଶିଷ୍ଟ ଏନଡିଆରଏଫ ଓ ମେଡିକାଲର ଦୁଇ ଟିମ୍ ପଢ଼ାଇବ ବୋଲି ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…