Daily Archives

July 15, 2022

ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିିଙ୍ଗ୍ । ଟପ୍ ଶହେ ତାଲିକାରେ ନାହିଁ ରାଜ୍ୟର କୌଣସି ସରକାରୀ କଲେଜ 

କନକ ବ୍ୟୁରୋ: ଓଡିଶାର ଶିକ୍ଷାନୁଷ୍ଠାନ କେତେ ଭଲ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଓଡିଶାର ସବୁଠାରୁ ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବେ ଜଣାଯାଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ୯୦ତମ ସ୍ଥାନରେ ରହିଛି । ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କି ଫ୍ରେମୱାର୍କ…

ଧରାପଡ଼ିଲେ ଅନଲାଇନ୍ ଠକ ଗ୍ୟାଙ୍ଗ: ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଠାରୁ ଲୁଟିଥିଲେ ୧୫ ଲକ୍ଷ ୫୬ ହଜାର ଟଙ୍କା

କନକ ବ୍ୟୁରୋ: ରାଉରକେଲା ସାଇବର ପୋଲିସ ହାତରେ ଧରାପଡ଼ିଲେ ଆନ୍ତଃରାଜ୍ୟ ଅନଲାଇନ୍ ଠକ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଝାରଖଣ୍ଡର ମହମ୍ମଦ ଆରିଫ ଆନସାରୀ, ମହମ୍ମଦ ରଜଉଲ ଓ ଜାମସେଦ ଆନସାରୀ । ଏହି ଠକ ଗ୍ୟାଙ୍ଗ ଜଣେ ଅବସରପ୍ରାପ୍ତ…

କିଡନୀ ପ୍ରତିରୋପଣ କରିବାରେ କାହିଁକି ବିଫଳ ହେଲା ରାଜ୍ୟର ସବୁଠୁ ବଡ ମେଡିକାଲ କଲେଜ । ଏସସିବି ଡିନ୍ ଓ…

କନକ ବ୍ୟୁରୋ: କାହିଁକି କିଡନୀ ପ୍ରତିରୋପଣ କିରବାରେ ବିଫଳ ହେଲା ଓଡିଶାର ସର୍ବବୃହତ ଏସସିବି ମେଡିକାଲ କଲେଜ୍, ତାର ଷ୍ଟାଟସ ରିପୋର୍ଟ ମାଗିଛନ୍ତି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି । ତୁରନ୍ତ କାରଣ ଦର୍ଶାଇବା ପାଇଁ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ କହିଛନ୍ତି ଡିଏମଇଟି । ବୁଧବାର ୫ ବର୍ଷୀୟ…

କୋଟିଆରେ ପଶିବାକୁ ପୁଣି ଆନ୍ଧ୍ରର ମସୁଧା: ଜିଓ ଟାୱାର ବସାଇବା ପାଇଁ ଆରମ୍ଭ କଲା ସର୍ଭେ କାମ

କନକ ବ୍ୟୁରୋ: ପୁଣି ବିବାଦରେ କୋଟିଆ । କୋଟିଆରେ ଆନ୍ଧ୍ର ପକ୍ଷରୁ ଜିଓ ଟାୱାର ବସାଇବା ପାଇଁ ସର୍ଭେ ଆରମ୍ଭ ହୋଇଛି । ପାହାଡ଼ିଆ ଅଚଂଳରେ ଟାୱାର ବସାଇବା ପାଇଁ ଆନ୍ଧ୍ରର ଏକ ଘରୋଇ ସଂସ୍ଥାର ୪ ଜଣିଆ ଟିମ ସର୍ଭେ କରି ଫେରିଛନ୍ତି । ଖୁବ୍ ଶୀଘ୍ର ଏନେଇ ଆରମ୍ଭ ହେବ କାମ । କୋଟିଆ ଗ୍ରମ ପୁଞରେ ଟେଲି…

ଅନୁଗୁଳ ଜିଲ୍ଲାରେ ମାଳ ମାଳ ନକଲି ପିଇଟି ଶିକ୍ଷକ: ଜାଲିଆତି କରି ଚାକିରି କରିଥିବା ଅଭିଯୋଗ

କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲାରେ ମାଳ ମାଳ ନକଲି ପିଇଟି ଶିକ୍ଷକ । ଜଣେ କି ୨ ଜଣ ନୁହେଁ ୧୨ ଜଣ ପିଇଟି ଶିକ୍ଷକ ଏବଂ ୩ଜଣ ପ୍ରାଇମେରୀ ଶିକ୍ଷକ ମଧ୍ୟ ଜାଲିଆତି କରି ଚାକିରି କରିଥିବା ଜଣାପଡ଼ିଛି । ଏମାନଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଜିଲ୍ଲା ଶିକ୍ଷାଅଧିକାରୀ । ଏମାନେ ପିଇଟି ଶିକ୍ଷକ…

ଖେଳନାରେ ଖେଳୁ ଖେଳୁ ଗିଳିଦେଲା ବଲ, ଚାଲିଗଲା ତିନି ବର୍ଷ ଶିଶୁପୁତ୍ରର ଜୀବନ

କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ । ବଲ ଖେଳୁ ଖେଳୁ ଚାଲିଗଲା ଜଣେ ତିନି ବର୍ଷର ଶିଶୁ ପୁତ୍ରର ଜୀବନ । ହାତରେ ରବର ବଲ ଧରି ପିଲାଟି ଖେଳୁଥିବା ସମୟରେ ଭୁଲବସତଃ ପିଲାଟିର ପାଟି ଭିତରକୁ ବଲଟି ପଶିଯାଇଥିଲା । ମେଡ଼ିକାଲକୁ ନେଇ ଶିଶୁର ପାଟିରୁ ବଲ୍ଟି ବହାରକରାଯାଇଥିଲେ ମଧ୍ୟ ପିଲାଟିର ଜୀବନ…